ରାୟଗଡ଼ା ଶ୍ରମ ବିଭାଗ ତତ୍ତ୍ୱାବଧାନରେ ରାୟଗଡ଼ା ଜିଲ୍ଲା ଗୁଡାରୀ ପୌର ପରିଷଦ ଅଞ୍ଚଳରେ ଥିବା ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯିବା ସହ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶିତ ନ ହୋଇଥିବାରୁ ୧୦ଟି ବାଣିଜ୍ୟିକ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

April 19, 2026/
No Comments



