ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି
ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ଯ କରିଥିବା ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ, ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ଏବଂ ଅନୁଷ୍ଠାନମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ସମ୍ମାନ ସମାରୋହରେ ମୁଖ୍ଯ ଅତିଥି ଭାବରେ ଯୋଗଦେବେ।
୧୩ ଅଗଷ୍ଟ,’୨୩ | କନଭେନସନ୍ ସେଣ୍ଟର | ସନ୍ଧ୍ୟା ୫ଟା




