ମିନା ବଜାର ପୂଜା ପ୍ରତିଷ୍ଠାନର ୭୭ ତମ ସ୍ବାଧିନତା ଦିବସ ପାଳିତ
ଢେଙ୍କାନାଳ ୧୫/୮: ଢେଙ୍କାନାଳ ମିନା ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ଧୁମ୍ ଧାମରେ ପାଳନ କରାଯାଇଥିଲା। ସକାଳ ୮:୦୦ ଘଟିକା ସମୟରେ ଟ୍ରଷ୍ଟ ଅଧ୍ୟକ୍ଷ ଲୁଲୁ ପଟ୍ଟନାୟକ ଓ ସଭାପତି ଶ୍ରୀ ରବିନାରାୟଣ ମାହାନ୍ତି ଙ୍କ ଦ୍ଵାରା ପତାକା ଉତ୍ତୋଳନ କରିବା ସହ ଦେଶାତ୍ମବୋଧକ ସଙ୍ଗୀତ ଏବଂ ସ୍ଲୋଗାନ ଦିଆଯାଇଥିଲା। ମିଷ୍ଟାନ୍ନ ବଣ୍ଟନ କରିଥିଲେ ମିନା ବଜାର ସମ୍ପାଦକ ପିତବାସ ସାହୁ। ଏହି କାର୍ଯ୍ୟକ୍ରମ ପୂଜା ପ୍ରତିଷ୍ଠାନ ର ସଭ୍ୟ ଓ ଟ୍ରଷ୍ଟି ମାନେ ଉପସ୍ଥିତ ରହି ସୁପରିଚାଳନା କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)


