ଆମେରିକା ରାଷ୍ଟ୍ରପତି ବାଇଡେନ ଆସୁଛନ୍ତି ଭାରତ
ଆସନ୍ତା ମାସରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ଜି-୨୦ ସମ୍ମିଳନୀରେ ହେବେ ସାମିଲ୍। ଏହି ସମୟରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ବ୍ୟବସ୍ଥା ରହିବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରି ପାରନ୍ତି ସ୍ବାଗତ ସମ୍ବର୍ଧନା।

All rights reserved. Designed by Inter Softech