ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଜନାରେ ୧୮୧ ଗୋଟି ନୂତନ ପ୍ରାଣୀ ସେବା ଯାନର ଲୋକାର୍ପଣ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ପ୍ରାଣୀ ଚିକିତ୍ସାଳୟ ଠାରୁ ଦୂରରେ ଅବସ୍ଥିତ ଗାଁ ମାନଙ୍କରେ ଚିକିତ୍ସା ସୁବିଧା ପ୍ରଦାନ ନିମନ୍ତେ ଏହି ଯାନ ଗୁଡିକ ସହାୟକ ହେବ। କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର
୮ ସେପ୍ଟେମ୍ବର, ୨୦୨୩ | ଅପରାହ୍ନ ୫.୩୦

September 19, 2026/
No Comments



