ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି “ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା”ର ଶୁଭାରମ୍ଭ କରିବେ। ରାଜ୍ୟର ୧୫ରୁ ୧୯ ବର୍ଷ ବୟସ୍କ ସମସ୍ତ କିଶୋରୀ ବାଳିକାଙ୍କୁ ପୁଷ୍ଟି ସହାୟତା ପ୍ରଦାନ, ଗର୍ଭବତୀ ଏବଂ ସ୍ତନ୍ଯପାନ କରାଉଥିବା ମା’ମାନଙ୍କୁ ଅଧିକ ଶୁଖିଲା ରାସନ ପ୍ରଦାନ ତଥା ପୁଷ୍ଟିହୀନ ଶିଶୁଙ୍କ ନିମନ୍ତେ ଆହାର ବ୍ୟବସ୍ଥା କରାଇବା ଏହାର ଲକ୍ଷ୍ୟ। ୧୪ ସେପ୍ଟେମ୍ବର, ୨୦୨୩ | ଲୋକସେବା ଭବନ, କନଭେନସନ୍ ସେଣ୍ଟର

April 21, 2026/
No Comments



