ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଓଡିଶା ପ୍ରଦେଶ ଅନୁସୂଚିତ ଜାତି ମୋର୍ଚ୍ଚାର ଉପସଭାପତି ତଥା ଢେଙ୍କାନାଳ ଲୋକ ସଭା ର ଅନୁସୂଚିତ ଜାତି ମୋର୍ଚ୍ଚା ର ପ୍ରଭାରୀ ରଞ୍ଜନ କୁମାର ସେଠ୍ ଙ୍କୁ ଜିଲ୍ଲା କାର୍ଯ୍ୟାଳୟ ରେ ପ୍ରଥମ ଗସ୍ତ ରେ ସମ୍ବର୍ଦ୍ଧନା ଦିଆ ଗଲା। ଉକ୍ତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ର ସଭାପତି ଲକ୍ଷ୍ମୀଧର ଦଳେଇ, 1ନଂ ୱାର୍ଡ ର କାଉନ୍ସିଲର ବଳରାମ ସେଠୀ, ବିନୋଦ ବିହାରୀ ମାଲିକ୍, ଆରତ ବନ୍ଧୁ ମାଲିକ୍, ଓ ଅନୁସୂଚିତ ଜାତି ମୋର୍ଚ୍ଚା ର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

April 19, 2026/
No Comments



