ପୈାରପାଳିକା ତରଫରୁ ବୁଲାଗାଈଗୋରୁ ଷଣ୍ଢକୁ ରାସ୍ତା ଉପରୁ ଉଠାଇବା ପାଇଁ ବ୍ୟାପକ ପଦକ୍ଷେପ
ଢେଙ୍କାନାଳ ପୈାରପାଳିକା ତରଫରୁ ବୁଲାଗାଈଗୋରୁ ଷଣ୍ଢକୁ ରାସ୍ତା ଉପରୁ ଉଠାଇବା ପାଇଁ ବ୍ୟାପକ ପଦକ୍ଷେପ। ଲକ୍ଷ୍ମୀ ପୂଜା ପୂର୍ବରୁ ଏହି କାର୍ଯ୍ୟକ୍ରମ ନିୟମିତ ଚାଲୁରହିବ। ଆଜି ପ୍ରଥମ ପର୍ଯ୍ୟାୟ ରେ ୨୯ ରୁ ଉର୍ଦ୍ଧ ଗାଈଗୋରୁ ଓ ଷଣ୍ଢଙ୍କୁ ବାହାରକୁ ଛଡାଯାଇଛି। ଜିଲ୍ଲା ପ୍ରଶାସନ ଓ ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ପରିମଳ ବିଭାଗର କର୍ମଚାରୀମାନେ ନିୟୋଜିତ ଅଛନ୍ତି। ଆଗକୁ ଏହି କାର୍ଯ୍ୟକ୍ରମ ଚାଲୁରହିବ ସହିତ ରାସ୍ତାରେ ଗାଈଗୋରୁ ଚଳପ୍ରଚଳ ଦ୍ବାରା ଘଟୁଥିବା ଅଘଟଣ ମଧ୍ୟ କମିବାରେ ଲାଗିବାର ଆଶା କରୁଛୁ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


