ଢେଙ୍କାନାଳ ଜିଲ୍ଲା ଲୋରି ଓନର୍ସ ଆସୋସିଏସନ୍ର କର୍ମକର୍ତା ଚୟନ
ଢେଙ୍କାନାଳ, ୭।୧୦: ଢେଙ୍କାନାଳ ଜିଲ୍ଲା ଲୋରି ଓନର୍ସ ଆସୋସିଏସନ୍ର କର୍ମକର୍ତା ଚୟନ ଆଜି ରୁଦ୍ରାନ୍ତ ଦଳେଇ କଦଳୀ ବଗିଚା, ଭଗବାନପୁର ଠାରେ ସଂଘର ସଭାପତି ରୁଦ୍ରାନ୍ତ ଦଳେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସଭାପତି ରୂପେ ରୁଦ୍ରାନ୍ତ କୁମାର ଦଳେଇ, କାର୍ଯ୍ୟକାରୀ ସଭାପତି ଭାବେ ରମେଶ ଚନ୍ଦ୍ର ରାଉତ ଓ ମଳୟ କୁମାର ମଲ୍ଲିକ, ସଂପାଦକ କାମାକ୍ଷା ପ୍ରସାଦ ସେନାପତି, ସହ-ସଂପାଦକ ରଞ୍ଜନ କୁମାର ସାହୁ, କୋଷାଧ୍ୟକ୍ଷ ବିକାଶ କୁମାର ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ଦେବରାଜ ସାହୁ, ଅଶୋକ କୁମାର ସାହୁ, ଅଜୟ କୁମାର ସାହୁ, ବିନୟ ବେହେରା, ଗଜେନ୍ଦ୍ର ନାୟକ, ସଫିକ୍ ମହମ୍ମଦ ଅଲ୍ଲି, ବାସୁଦେବ ବେହେରା, ରାଜେଶ କୁମାର ସାହୁ ପ୍ରମୁଖଙ୍କୁ ସର୍ବ ସମ୍ମତି କ୍ରମେ ଚୟନ୍ତ କରାଯାଇଥିଲା ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


