ଓଁ ଶ୍ରୀ ଶ୍ରୀ ବନଦୂର୍ଗା ମା ମଲିକେଶ୍ୱରି ପୀଠରେ ୧୬ ପୂଜା ପାଳିତ
ଢେଙ୍କାନାଳ ୪୫ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ବଳଦିଆବନ୍ଧ ମା ଓଁ ଶ୍ରୀ ଶ୍ରୀ ବନଦୂର୍ଗା ମଲିକେଶ୍ଵରି ଙ୍କ ପୀଠରେ ଦିର୍ଘ ୪୦ ବର୍ଷ ଧରି ୧୬ ପୂଜା ପାଳିତ ହେଉଛି। ଏହି ୧୬ ପୂଜା ଦୂତୀଆ ଓଷା ଦିନ ଠୁ ଆରମ୍ଭ କରାଯାଏ । ପ୍ରତେକ ଦିନ ମା ଙ୍କୁ ପ୍ରାତହରୁ ମଙ୍ଗଳ ଆଳତି କରାଯାଇ ।ମହାସ୍ନାନ ନୂତନ ବସ୍ତ୍ର ମା ଙ୍କୁ ଲାଗି କରାଯାଉଛି । ବିଭିନ୍ନ ଫୁଲ ହାର ଭୋଗ ମା ଙ୍କୁ ଲାଗି କରାଯାଉଛି। ପ୍ରତୀକ ଦିନ ହୋମ ଯଜ୍ଞ କରାଯାଉଛି । ମଧ୍ୟାହ୍ନରେ ଅର୍ଣ୍ଣ ଧୂପ ଲାଗି କରାଯାଉଛି । ସନ୍ଧ୍ୟା ବେଳେ ଆଳତି ରାତ୍ର ବିଭିନ୍ନ ଭୋଗ କଦଳୀ ନଡ଼ିଆ ଉଖୁଡା ସେଓ ଅଙ୍ଗୁରୁ ଲାଗି କରାଯାଉଛି। ଓ ଅଷ୍ଟମୀ ଦିନ ମା ଙ୍କ ର ପୂଜା ଅର୍ଚ୍ଚନା କରାଯାଇ ପୂର୍ଣ୍ଣାହୁତି କରାଯିବ । ମନ୍ଦିର ର ନନା ସତ୍ୟାନନ୍ଦ ରଣା ପୂଜା ଅର୍ଚ୍ଚନା କରିଥିଲେ ।




