(ଜଗତସିଂହପୁର ସହରରେ ଫେମସ ଲେଦର ପଏଣ୍ଟ ଉଦଘାଟିତ )
ଜଗତସିଂହପୁର
ତା =16/10/23
ଜଗତସିଂହପୁର ସହରରେ ପ୍ରଥମ କରି ସେଣ୍ଟ୍ରାଲ ମାର୍କେଟ ସାନବଜାର ରେ ବିଶେଷ ଆକର୍ଷଣୀୟ ଫେମସ ଲେଦର ପଏଣ୍ଟ ସୋରୁମ କୁ ଓଡ଼ିଆ ଚଳଚିତ୍ର ଦୁନିଆର ସୁନାମଧନ୍ୟ ଅଭିନେତ୍ରୀ ଭୂମିକା ଦାସ ଆନୁଷ୍ଠାନିକ ଭାବେ ରିବନ ଫିତାକାଟି ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟ୍ୟ ରେ ଫେମସ ଲେଦର ପଏଣ୍ଟ ପ୍ରତିଷ୍ଠାତା ମାନସ କୁମାର ଭୋଇ,ଟୁନି ଦେଇ, ସଂଜିତ କୁମାର ବିଶ୍ୱାଳ,ଦୀପ୍ତିରଞ୍ଜନ ଗୁରୁ,ରାଜସ୍ମିତା ନାୟକ, ଶୁଭଲଷ୍ମୀ ଷଡ଼ଙ୍ଗୀ,ଅଙ୍କିତ ବେହେରା, ବିଶ୍ୱନାଥ ଓଝା, ସରୋଜ କୁମାର ସାହୁ, ରାକେଶ ଭୋଇ ଅଶିକ ସାହୁ, ଲଳିତ କିଶୋର ରାଉତ, ସଚିକାନ୍ତ ପଟନାୟକ, ସନ୍ତୋଷ କୁମାର ସାହୁ ସୁଶାନ୍ତ ମଲ୍ଲିକ ପ୍ରମୁଖ ଯୋଗଦେଇ ଆଣିକି ଜଗତସିଂହପୁର ସହର ରେ ପ୍ରଥମ କରି ଭାରତ ବର୍ଷର ଅନେକ ନାମୀ ଦାମୀ ଲେଦର କମ୍ପାନୀ ର ସମସ୍ତ ବ୍ୟବହାର୍ଯ୍ୟ ସାମଗ୍ରୀ ଉପସ୍ଥିତ ହେବ ଏବଂ ଗ୍ରାହକ ମାନଙ୍କ ପାଇଁ ଦଶହରା ଉପଲକ୍ଷେ ଅନେକ ରିହାତି ବ୍ୟବସ୍ତା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




