ଢେଙ୍କାନାଳ ଜେନା ଦେବୀ ବଜାର ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି । ପ୍ରତାହାରୁ କଳସ ଯାତ୍ରା ପରେ ସୃର୍ଯ୍ୟ ପୂଜା ମଣ୍ଡଳ ପୂଜା ଚକ୍ଷୁ ଦାନ ମହାଲକ୍ଷ୍ମୀ ଙ୍କୁ ଆବାହନ । ମା ଙ୍କର ସୋଳଶ ଉପଚାର ପୂଜା । ଶ୍ରୀ ସୁକ୍ତ ରେ ଆହୁତି ଓ ବିଭିନ୍ନ ଭୋଗ ରାଗ ଲାଗିବା ଅର୍ନ୍ ଧୂପ ଲାଗି କରାଯାଇଥିଲା ।
ପ୍ରତେକ ଦିନ ସନ୍ଧ୍ୟାରେ ଆଳତି ରାତ୍ର ଅର୍ନ ଧୂପ ଲାଗି କରାଯିବ । ପୂଜକ ପୂଜା ଅର୍ଚ୍ଚନା କରିଥିଲେ। କର୍ତ୍ତା ପ୍ରଦୁମ୍ନ ବେହେରା ସଭାପତି ସପ୍ନେଶ୍ୱର ସ୍ୱାଇଁ ସମ୍ପାଦକ ସତ୍ୟା ନନ୍ଦ ଦାସ ଓ କମିଟିର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ପୂଜା କରାଯାଇଥିଲା

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-21-scaled.jpg)


