ଆଜି ଢେଙ୍କାନାଳ ବାପ୍ ଟିଷ୍ଟି ଚର୍ଚ୍ଚ ତରଫରୁ ବର୍ଷର ପାର୍ଥନା ଉପାସନା ବିଶ୍ବାସୀ ଓ ବିଶ୍ବାସୀନି ମାନଙ୍କ ମିଳନରେ ଆନନ୍ଦ ଉଲ୍ଲା ସର ସହ ପ୍ରଭୁ ଯିଶୁ ଖ୍ରୀଷ୍ଟ ଙ୍କ ନିକଟରେ ନିଜ ନିଜ କୁ ଧନ୍ୟବାଦ୍ ବଳୀ ଦେଇ ପ୍ରଭୁଙ୍କ ଗୌରବ ପ୍ରସଂଶା କରିଥିଲେ ଏବଂ ବର୍ଷର ଶେଷ ସନ୍ଧ୍ୟାକୁ ଆନନ୍ଦ ସହ ବିଦାୟ ଦେଇ ନୂତନ ବର୍ଷ କୁ ସ୍ବାଗତ କରିଥିଲେ । ଏହି ନୂଆ ବର୍ଷର ପ୍ରଚୁର ଅନୁଗ୍ରହ ଦେଇ ଅଶ୍ରି ବାଦରେ ପରିପୂର୍ଣ୍ଣ କରନ୍ତୁ । ଏହି କାର୍ଯ୍ୟ କ୍ରମରେ ଆଜିର ମୁଖ୍ୟ ବକ୍ତା ପାଷ୍ଟର ହେନ ଜିତ୍ ଛିଞ୍ଚାଣି ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ମଣ୍ଡଳ ର ପ୍ରେମାନନ୍ଦ ବିହାରୀ ସୁଶାନ୍ତ କୁମାର ବେହେରା ଚନ୍ଦ୍ର ନାୟକ, ଶ୍ରୀ ଅଭୟ ନନ୍ଦ ବିହାରୀ,ଅମରେନ୍ଦ୍ର ନାୟକ , ଶ୍ରୀ ଦାନିଏଲ ଘୋଷ ,ଦେବାଶିଷ ବିହାରୀ ପ୍ରମୁଖ ସହଯୋଗ କରିଥିଲେ

April 18, 2026/
No Comments



