ସ୍ୱାସ୍ଥ୍ୟ ମିସନ ଙ୍କୁ ବାରମ୍ବାର ଅଣଦେଖା ଅଭିଯୋଗ
5t ଅଧ୍ୟକ୍ଷଙ୍କ ବଚନ ପାଣିରେ ଗାର ଟାଣି ଆସୋଶ୍ୟାନା ଦେବା ସହ ସମାନ ବୋଲି ଅଭିଯୋଗ ଆଣିଲେ ସ୍ୱାସ୍ଥ୍ୟ ମିସନ କର୍ମଚାରୀ
ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ଚାକିରୀ ନିୟମିତ କରିବା ପାଇଁ ଦାବୀ ପତ୍ର ପ୍ରଦାନ। ସୂଚନା ଯେ, ଆଜି ଅନୁଗୋଳ ଜିଲ୍ଲାର ସମସ୍ତ ଠିକା କର୍ମଚାରୀ ମାନେ ଏକତ୍ରିତ ହୋଇ CDMO ଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ ମୁଖ୍ୟମନ୍ତ୍ରୀ ଙ୍କୁ କରିଛନ୍ତି। କାରଣ ୧୫ ବର୍ଷ ରୁ ଉର୍ଦ୍ଧ ହେଲା ଚାକିରି କୁ ନିୟମିତ କରିବା ପାଇଁ ଦାବୀ ହେଇ ଥିଲେ ବି ମଧ୍ୟ କୌଣସି ସମାଧାନ ହେଉ ନଥିଲା। ଯାହା ଫଳରେ ଆଜି ବାଧ୍ୟ ହୋଇ ପେନ୍ ଡାଉନ୍ କରିବା ସହିତ ଚାକିରି ନିୟମିତ କରିବା ପାଇଁ ଦାବୀ କରିଛନ୍ତି। ଯଦି ଦାବି ପୂରଣ ନ ହୁଏ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


