ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ । କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ଦୀର୍ଘକାଳ ଧରି ଚିକିତ୍ସିତ ହେଉଥିବା ଏହି ସ୍ବରଶିଳ୍ପୀ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସୋମବାର ରାତି ୮ଟାରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ୨୦୧୧ ମସିହାରୁ କର୍କଟ ରୋଗରେ ପଡ଼ିଥିଲେ।
ତାଙ୍କର ବିୟୋଗରେ ରାଜନୀତି ଚଳଚ୍ଚିତ୍ର ଓ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ପ୍ରକାଶ ପାଇଛି। ସଙ୍ଗୀତ ଜଗତରେ ଏହା ଏକ ଅପୂରଣୀୟ କ୍ଷତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
