75ତମକଳାହାଣ୍ଡି ଜିଲ୍ଲାଗଠନ ଦିବସ ସମାରୋହ,2024,,
ଗୋଲାମୁଣ୍ଡା /1/11/24/ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ କଳାହାଣ୍ଡି ଆୟୋଜକ ତତଫରୁ ଗୋଲାମୁଣ୍ଡା ପଞ୍ଚାୟତ ସମିତି ସ୍ତରୀୟ 75ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହରେ ଆଜି ପଞ୍ଚାୟତ ସମିତି ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସମିତି ସଭ୍ୟ କିରଣ ସିଂ, ଦୂର୍ଗେ ସାହୁ, ଗୋଲାମୁଣ୍ଡା ପୁର୍ବତନ ଜିଲ୍ଲା ପରିଷଦ ବୃଷଭ ନାଏକ ଉପସ୍ଥିତ ରହି କଳାହାଣ୍ଡି ଗଠନ ଦିବସ ର ଇତିହାସ ବିଷୟରେ ନିଜ ନିଜ ମନ୍ତବ୍ୟ ରେ ପରିପ୍ରକାଶ କରିଥିଲେ। ଅପରପକ୍ଷେ ବ୍ଲକ ର ଅନେକ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଏମ୍75ତମକଳାହାଣ୍ଡି ଜିଲ୍ଲାଗଠନ ଦିବସ ସମାରୋହ,2024,, ଗୋଲାମୁଣ୍ଡା /1/11/24/ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ କଳାହାଣ୍ଡି ଆୟୋଜକ ତତଫରୁ ଗୋଲାମୁଣ୍ଡା ପଞ୍ଚାୟତ ସମିତି ସ୍ତରୀୟ 75ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହରେ ଆଜି ପଞ୍ଚାୟତ ସମିତି ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସମିତି ସଭ୍ୟ କିରଣ ସିଂ, ଦୂର୍ଗେ ସାହୁ, ଗୋଲାମୁଣ୍ଡା ପୁର୍ବତନ ଜିଲ୍ଲା ପରିଷଦ ବୃଷଭ ନାଏକ ଉପସ୍ଥିତ ରହି କଳାହାଣ୍ଡି ଗଠନ ଦିବସ ର ଇତିହାସ ବିଷୟରେ ନିଜ ନିଜ ମନ୍ତବ୍ୟ ରେ ପରିପ୍ରକାଶ କରିଥିଲେ। ଅପରପକ୍ଷେ ବ୍ଲକ ର ଅନେକ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଏମ୍, ବି, କେ, ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।କଳାହାଣ୍ଡି ର ଐତିହ୍ୟ , ପରମ୍ପରା, ସଂସ୍କୃତି କୁ ନେଇ ଉକ୍ତ ସମାରୋହରେ ଅତି ଆନନ୍ଦର ସହ ପାଳନ କରା ଯାଇ ଥିଲା । ପ୍ରାଚୂର୍ଯ୍ୟର ପରିପୂର୍ଣ୍ଣ କଳାହାଣ୍ଡି, କଲା, ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ଓ ସ୍ଥାପିତର ଏକ ଅନନ୍ୟ ଭୂଖଣ୍ଡ, କାନ୍ତାର ମହା କାନ୍ତର କାରୁଣ୍ଡ, କଲା ମଣ୍ଡଳ, କମଲ ମଣ୍ଡଳ, ଇନ୍ଦ୍ରବନ, ଚକ୍ରକୋଟ ମଣ୍ଡଳ, କଳାହାଣ୍ଡି ନଗର ଆଦି ଭିନ୍ନ ଭିନ୍ନ ସମୟର ଏହାର ପ୍ରାଚୀନ ଐତିହାସିକ ନାମ, 1947ଡିସେମ୍ବର ସଂଯୋକ୍ତ ଭାରତ ସହ ମିଶିଥିବା ବେଳେ 1948ମସିହା ନଭେମ୍ବର 01ରେ ପାଟଣା ଗଡ ରାଜ୍ୟର ଅନ୍ତର୍ଭୁକ୍ତ ହୋଇ ଥିଲା, 1949ନଭେମ୍ବର 01ରେ ନୂଆପଡ଼ା, ଭବାନୀ ପାଟଣା ଓ ଧର୍ମଗଡ଼ ଉପଖଣ୍ଡ କୁ ନେଇ ସ୍ୱତନ୍ତ୍ର କଳାହାଣ୍ଡି ଜିଲ୍ଲା ସ୍ଵୀକୃତ ହେତୁ ନଭେମ୍ବର 01କୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଭାବେ ପାଳନ କରାଯାଉଛି, ସାମର୍ଗୀ ଉନ୍ନିତି ହେଉଛି ଦିବସ ପାଳନର ଉଦେଶ୍ୟ,
ଧର୍ମଗଡ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ



