ଅନୁଗୋଳ,ତା. ୦୨.୧୧:- ଜନସାଧାରଣଙ୍କୁ ଦୁର୍ନୀତି ସମ୍ପର୍କରେ ସଚେତନ କରାଇବା ଏବଂ ) ମୁଳୋତ୍ପାଟନ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସମୟରେ ନ ଯୋଗାଇବା ସମାଜରୁ ଦୁର୍ନୀତିର । ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ପୂର୍ବାହ୍ନରେ ଜିଲ୍ଲା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇ ଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ସ୍କୁଲ୍ ମୁହମ୍ମଦ୍ ମୁହା ଅତର ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ କହିଥିଲେ ଯେ, ଜନସାଧାରଣଙ୍କ ଜରୁରୀକାଳିନ ସେବା, ଅଧୋକାର ଓ ପ୍ରାପ୍ୟ ସଠିକ୍ ବା ହିଁ ଦୁର୍ନୀତିର ମୁଳ ଊସ୍ । ଏହାଦ୍ବାରା ସାଧାରଣ ଜନତାକୁ ସରକାରୀ କାର୍ଯ୍ୟାଳୟଗୁଡିକ ଗୁଡିକରେ ବାରମ୍ବାର ଆସି ଆସିବାକୁ ପଡିଥାଏ ଏବଂ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ ଦଲାଲଙ୍କର ଶିକାର ହେବାକୁ ପଡେ । ପ୍ର ପ୍ରତ୍ୟେକ ଅଧିକାରୀ ଏଥ୍ପ୍ରତି ଆମ୍ ଚିକ୍ତନ କରି ନି ନିଜ କର୍ତ୍ତବ୍ୟ ସତ୍ୟନିଷ୍ଠା ସହିତ ପାଳନ କରିବାର ଆବଶ୍ୟକତା ରହିଛି । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ । ପ୍ରତାପ ପ୍ରୀତିମୟ ଯୋଗ ଦେଇ କହିଥିଲେ ଯେ, ଯେ, ସାରା ବିଶ୍ବରେ ଦୁର୍ନୀତିର କୁ ପ୍ରଭାବ ରହିଛି ଏବଂ ଦୁର୍ନୀତି । ନିବାରଣ ନିମନ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସି ବି ଆଇ, ଭିଜିଲାନସ୍,ଲୋକାୟୁକ୍ତ ଭଳି ଅନେକ ସଂସ୍ଥା କାର୍ଯ୍ୟକ୍ଷମ କରୁଛି । ତଥାପି ଦୁର୍ନୀତିର । ଖବର ଆମ ଦୈନନ୍ଦିନ ଜୀବ ଅବନରେ ଶୁଣି ଆସୁଛୁ । ବ୍ୟାପକ ଜନସଚେତନତା ହିଁ ସମାଜରେ ଦୁର୍ନୀତିର ମୁଳୋତ୍ପାଟନ କରିବାରେ ସାହାଯ୍ୟ କରିପାରିବ ରିବ । ଅତିରିକ୍ତ ଭିକ୍ତ ଆରକ୍ଷୀ ଅଧକ୍ଷକ ଶ୍ରୀ ସୁରେନ୍ଦନାଥ ରାଜଗୁ ଗୁରୁ ଯୋଗ ଦେଇ କହିଥିଲେ ଯେ, ଦୁର୍ନୀତି କରିବା କ ସ ସମାଜ ଓ ପରିବାର ପାଇଁ ଏକ ଅଭିଶାପ । ଭିଜିଲାନସ ଦ୍ବାରା । ଧରା ପଡିଥିବା ଅଧୋକାରୀ ନିଜେ ଦଣ୍ଡ ପାଇବା ସହ ନିଜ ପରିବାରକୁ ସଭ୍ୟ ସମାଜରେ ମୁଣ୍ଡ ନୁ ନୁଆଇଁବା ପାଇଁ ବାଧ୍ୟ କରିଥାନ୍ତି । ତେଣୁ ଦୁର୍ନୀତିରୁ ସମସ୍ତ ଅଧିକାରୀ ନିବୃତ୍ତ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ବକ୍ତା ଭାବେ ଅବସରପ୍ରାପ୍ତ ପ୍ତ ସଭାପତି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଡ.ଧରଣୀଧର ନାଥ ଯୋଗ ଦେଇ ଏ ବର୍ଷର ବାର୍ଷା “ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତ” ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ପରେ ପରେ ଏହି ଉପଲକ୍ଷେ ଊଚ୍ଚ ବିଦ୍ୟାଳୟ ଓ ମହିବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ନ୍ଧ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥୁ ପୁରସ୍କୃତ କରିଥିଲେ । ସର୍ବପ୍ରଥମେ ମଞ୍ଚାସିନ ଅତିଥୁମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥୁଲା । ଏହି ବୈଠକରେ ରେ ଅନ୍ୟମାନଂକ ମଧ୍ୟରେ ଭିଜିଲାନସ ଊପ ଆରକ୍ଷୀ ଅଧୂକ୍ଷକ ଶ୍ରୀ ପ୍ରଦୀପ କୁମାର ସାମଲ, ] ଇନିସପେକ୍ଟର ଶ୍ରୀମତୀ ଊର୍ମିଳା ଲାକ୍ରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅର୍ଧକାରୀ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବି ଓ ଗଣମାଧ୍ୟମର ପ୍ରତିନିଧୂ ପ୍ରମୁଖ ଯୋଗ ଦେଇଥିଲେ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ସକାଳେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ସଚେତନତା ରାଲି ଶୈଳ ଶ୍ରୀକ୍ଷେତ୍ର ଠାରୁ ବାହାରି ସହର ପରିକ୍ରମା କରିଥିଲା l ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ l

May 30, 2026/
No Comments


