ଢେଙ୍କାନାଳ: ସଦେଇ ବେରଣୀ ଗ୍ରାମର ନିତାଇ ଗୌର ମଠ ପ୍ରାଙ୍ଗଣ ରେ ଗୋଷ୍ଟା ଅଷ୍ଟମୀ ଓ ଗୋବର୍ଦ୍ଧନ ପୂଜା ପାଳିତ
ଦିନ ଗୋଟେ ସମୟରେ ୩୦୦ ପ୍ରକାର ଭୋଗ ଲାଗି ହୋଇଥିଲା। ବିଭିନ୍ନ ପ୍ରକାରର ଭୋଗ ଫଳ ପିଠା ଲାଗି ହୋଇଥିଲା। ଆଖ ପାଖ ଅଂଚଳର ବିଭିନ୍ନ ସାଧୁ ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ। ମୁଖ୍ୟ ବାବା ପ୍ରେମାନନ୍ଦ ଦାସ, ସନାତନ ଦାସ,କାହ୍ନୁଚରଣ ଦାସ, ପ୍ରଭୂ ପାଦ ଦାସ, ଶ୍ରୀଧର ଦାସ, ବଳରାମ ଦାସ, ଶ୍ୟାସୁନ୍ଦର ଦାସ,ଆୟୋଜକ ବିଛନ୍ଦ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଉପଲକ୍ଷେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


