ଢେଙ୍କାନାଳ: ମିନା ବଜାର ମଉଡ ମଣି ଲକ୍ଷ୍ମୀ ପୂଜା କମିଟି ର ପୂର୍ବତନ ସମ୍ପାଦକ ନିତ୍ୟାନନ୍ଦ ବେହେରାଙ୍କ ଆଜି ୧୮/୧୧ ଏକାଦଶ ଶ୍ରଦ୍ଧାଞଳି ସଭା ମୀନ ବଜାର କୁମ୍ବାର ସାହିର ନିଜ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶ୍ରଦ୍ଧାଞଳି ସଭା ରେ ପରିବାର, ଝିଅ ଜ୍ବାଇଁ,ପୂଜା କମିଟିର ସମସ୍ତ କର୍ମକର୍ତା ଓ ସାହି ବାସିନ୍ଦା ଯୋଗ ଦେଇଥିଲେ। ତାଙ୍କର ଅବ୍ରିଭାବ ୧/୦୫/୧୯୪୩ ଓ ତିରୋଧାନ ୦୮/୧୧/୨୦୨୪ । ସେ ଜଣେ ମେଳାପି ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ନାଜର ଭାବରେ କାର୍ଯ୍ୟ କରୁଥିଲେ।

April 18, 2026/
No Comments


