ସେଣ୍ଟ ଜାଭିଆର୍ଷ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଭୁବନେଶ୍ବର ଖଣ୍ଡଗିରି ଠାରେ ଉପସ୍ଥିତ ସେଣ୍ଟ ଜାଭିଆର୍ଷ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି, ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହକି ଫେଡେରେସନର ନିର୍ଦ୍ଦେଶକ ଶ୍ରୀ ଦିପଙ୍କର ମହାପାତ୍ର,( ଆଇ ଏସ୍ )ମୁଖ୍ୟ ମ୍ୟାନେଜିଂ ନିର୍ଦ୍ଦେଶକ ରାଜ୍ କମଳ ଚୌହlନ
ତଥା ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିବେକ ଭୂୟlର ,କୋଷାଧକ୍ଷ ଶ୍ରୀ ଏଲ୍, ଭିସି
ରୋଡିକଷ,ପରିଚାଳନା ସଦସ୍ୟ ଅନୁରାଧା ଦେବୀ ଦାସ ଜି ,ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ମଲ,ଏବଂ ଅନ୍ୟlନ୍ୟ ଅତିଥି ବୃନ୍ଦ, kalinga Tv ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ସେଖର୍ ,ହାଇକୋର୍ଟର ଆଇନଜିବୀ ଶ୍ରୀ ବିଭୂତି ଭୁସନ୍ ଚୌଧୁରୀ
ଅଭିଭାବକ ସଂଘର ମୁଖ୍ୟ ପରିଚାଳକ ଶ୍ରୀ ବାସୁ
dev ଭଟ ଯୋଗଦେଇ ଉତ୍ସବକୁ ଆନନ୍ଦ ମୁଖର
କରିଥିଲେ, ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରି ଅତିଥି ବୃନ୍ଦଙ୍କୁ ଅଭିବlଦନ
ଜଣାଇଥିଲେ, ମୁଖ୍ୟ ଅତିଥି ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ, ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ତଥା ଓଡିଶା ର
କଳା ସଂସ୍କୃତି ଓଡିଶୀ ନୃତ୍ୟ, ଆଦିବାସୀ ନୃତ୍ୟ କଥ
କ ନୃତ୍ୟ, ନାରୀ ଶକ୍ତିକୁ ଜlଗୃତ କରିବା, ଦେଶ ରକ୍ଷା ପାଇଁ କିଭଳି ସଇନିକ ମାନଙ୍କ ଭୂମିକା, ନାଟକ
ବାପା ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ
ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷl ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-25-scaled.jpg)

