ବିଭାଗୀୟ ପାଣି ପଂଚାୟତ ପକ୍ଷପାଳନ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ସମବାୟ ଓ ବୟନଶୀଳ୍ପ ମନ୍ତ୍ରୀ
ଯାଜପୁର – ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିଭାଜନ କାର୍ଯ୍ୟାଳୟ ଠାରେ ପାଣି ପଂଚାୟତ ପକ୍ଷ 2024 ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ ଓ ବୟନଶୀଳ୍ପ ମନ୍ତ୍ରୀ ଡ଼କ୍ଟର ପ୍ରଦୀପ ବଳସାମନ୍ତ ଯୋଗ ଦେଇ ପାଣି ପଂଚାୟତ ର ପ୍ରମୁଖ ଭୂମିକା ଏବଂ ପାଣି ପଂଚାୟତ କିପରି ବିଭିନ୍ନ ପଂଚାୟତ ର ଜଳସେଚନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଯାଉଛି ତଥା ସୁକିନ୍ଦାନିର୍ବାଚନ ମଣ୍ଡଳୀ ର ପ୍ରତି ପଂଚାୟତରେ ଗଠିତ ଏକଲକ୍ଷ୍ୟ ଟଙ୍କା ଖର୍ଚ୍ଚରେ

April 18, 2026/
No Comments


