କ୍ରିକେଟ ଟୁର୍ଣ୍ଣାମେ ଣ୍ଟ ଉଜାପିତ ହୋଇଯାଇଛି
କଳାହାଣ୍ଡି…..। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣ୍ଡାକୁଟୁରା ଠାରେ ମା ଲଙ୍କେଶ୍ବରୀ ଆସୋସିଏସନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ,ତା୧୨/୧/୨୦୨୫ଠାରୁ୧୯/୧/୨୦୨୫, ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା,ଏହିଟୁର୍ଣ୍ଣାମେଣ୍ଟ ବଣ୍ଡାକୁଟୁରା ଠୁଟିମାଉଲି ଫିଲଡରେ ଅନୁଷ୍ଠିତହୋଇଥିଲା,ଏଥିରେ ୧୬ଟିଦଲଭାଗନେଇଥିବାବେଲେ,ଏଥିରେ ଫାଇନାଲରେ ସରଗିଗୁଡା ଓ ଖନାତରା ଫାଇନାଲରେ ପ୍ରବେଶ କରିଥିଲେ,ଏହିମ୍ୟାଚ ପରିଚାଲନାକରିଥି ଲେ ଶ୍ରୀ ଶାମନ୍ତ ଠାକୁର,ଓ ଅଜୟ ଠାକୁର, ଶରଗିଗୁଡା ୩ଉଇକେଟରେ ବିଜୟିହୋଇଥିଲା, ଏଥିରେ ମୁଖ୍ୟ ଅତିଥି ନକଟିଗୁଡା ଶରପଞ୍ଚ ଶ୍ରୀ ହାକିମ ଟୋଲଟିଆ, ସମ୍ମାନିତ ଅତୀଥି ସମାଜସେବି ଶ୍ରୀ ବାଲେଶ୍ବର ସୁନାନୀ,ନାଏବସରପଞ୍ଚ ଶ୍ରୀଦୀନବନ୍ଦୁ ନାଏକ,ପ୍ରଭାଶ ସରାଫ, ସୁରେନ୍ଦ୍ର ନାଏକ,ଭୁବନେଶ୍ବର ଶବର,କଳ୍ପେ ଠାକୁର,ହୃଦାନନ୍ଦ ନିଆଲ,ବିଜୟୀଦଲକୁ ଟ୍ରଫିକସହିତ ୨୨୦୦୦ହଜାରଟଙ୍କା ଓ ରନରର୍ଷଦଲକୁ୧୫୦୦୦ଟଙ୍କା ପୁରଶକୃତକରିଥିଲେ,ଏଥିରେ ଅନୁଷ୍ଠାନର ବଲଭଦ୍ର ଠାକୁର,ଲୋକନାଥ,ଗାନ୍ଧୀ,ପୁରୀରଥ,ଓଅନୁଷ୍ଠାନର କର୍ମକର୍ତ୍ତା ଶହଜୋଗକରିଥିଲେ ,ଓ ଶୁନ୍ଦରଭାବରେ ଖେଲପରିଚାଲିତ ହୋଇଥିଲା,ଜୁନାଗଡରୁ ବାଲେଶ୍ବର ସୁନାନୀଙ୍କ ରିପୋର୍ଟ TIMES ONE ODIA,



