ଆଦ୍ୟ ତା 2/01/2025ରିଖ ବୁଧବାର ପରାହ୍ନ ସମୟରେ ଆମ୍ଭ ସିଆରିଆ ଗ୍ରାମ ଜଙ୍ଗଲ ପରିଚାଳନା କମିଟି, ଜଙ୍ଗଲ ଅଧିକାର ଓ ସିଆରିଆ ଗ୍ରାମ ବାସୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ଏଥିରେ ନିମ୍ନଲିଖିତ ପ୍ରସ୍ତାବ ଗୁଡିକ ବିଚାର ଓ ଆଲୋଚନା ପୂର୍ଵକ ଗୃହୀତ କରାଗଲା |ଆଲୋଚନା ବିଷୟ ପ୍ରସ୍ତାବ ନଂ 1- ଦିନାବେହେରା ରଗଡି ପାଇଁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଗଲା ଗ୍ରାମବାସୀ ମାନଙ୍କୁ ନେଇ,ପ୍ରସ୍ତାବ ନଂ :2- ପୂର୍ଣ୍ଣରାଉଦ୍ଧାର ପାଇଁ ନୂତନ ଚାରା ରୋପଣ କିପରି ହବ ତାହା ଆଲୋଚନା କରାଗଲା,ପ୍ରସ୍ତାବ ନଂ 3- ହାତୀ ଟ୍ରେଞ୍ଚ ପାଇଁ ପ୍ରସ୍ତାବ ଦିଆଗଲା,ପ୍ରସ୍ତାବ ନଂ 4- ଗ୍ରାମବାସୀ ଓ ଜଙ୍ଗଲ ଜମି କମିଟିଙ୍କୁ ନେଇ ଏକ ବଣ ଭୋଜି ଆୟୋଜନ କରାଯାଇଥିଲା |ସଭାସଙ୍ଗ କରିବା ପୂର୍ବରୁ ସରପଞ୍ଚଙ୍କୁ ଧନ୍ୟବାଦ ଦିଆଯାଇ ସଭାସଙ୍ଗ କରାଗଲା |



