
45 ତମ ଅଲ ଓଡିଶା ଆର୍ମ ରେସଲିଂ ଚାମ୍ପିଅନସିପ୍ କଟକ ମାନିକଘୋଷ ବଜାର ମାରୱାଡି କ୍ଲବ ଠାରେ 45 ତମ ଅଲ ଓଡିଶା ଆର୍ମରେସଲିଂ ଚାମ୍ପିଅନସିପ୍ ଶେଷ ହୋଇଥିଲା, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀମନେ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ, ଏହି ପ୍ରତିଯୋଗୀତାରେ ମହିଳା ତଥା ପୁରୁଷ ଉଭୟ ବର୍ଗର ଖେଳାଳି ଭାଗ ନେଇଥିଲେ, ଏହି ପ୍ରତିଯୋଗୀତା କୁ ଉଦଘାଟିତ କରିଥିଲେ କଟକ ରାଜ୍ଯ ସଭା ସାଂସଦ ଶ୍ରି ଦେବାଶିଷ ସାମନ୍ତରାୟ ଏହି ପ୍ରତିଯୋଗୀତାରେ ମହିଳା ବିଭାଗର 50 kg ରେ ମଧୁସ୍ମିତା ସେନାପତି ପ୍ରଥମ ହୋଇଥିବା ବେଳେ, 60 କେଜି ପ୍ରତିଯୋଗିତା ରେ ଶୁଭ୍ରା ଜ୍ୟୋତି ବେହେରା ପ୍ରଥମ ହୋଇଥିବା ବେଳେ ଶୁଭଲକ୍ଷ୍ମୀ ନାୟକଙ୍କ ତୃତୀୟ ସ୍ଥାନ ଅଧିକାର କରିଥିଲେ, ସେହିଭଳି 70 kg ରେ Debasmita Goswami ପ୍ରଥମ ହୋଇଥିବା ବେଳେ ସମୀକ୍ଷା ଦାସ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ 70 kg ରୁ ଉର୍ଦ୍ଧ ରେ ଲକି ରାଣୀ ପାତ୍ର ପ୍ରଥମ ହୋଇଥିବା ବେଳେ Karishma ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ, ସେହିଭଳି ପୁରୁଷ ବର୍ଗରେ 100 kg ଉର୍ଦ୍ଧରେ ନିର୍ମଲ କୁମାର ସାହୁ ତଥା ଦ୍ଵିତୀୟ ସ୍ଥାନରେ ଗିରିଜାମହାପାତ୍ର, 70 kg ରେ ବିଶ୍ଵଜିତ ନାୟକ ପ୍ରଥମ ହୋଇଥିଲା ବେଳେ ପପୁନ ଧଳ ଦ୍ଵିତୀୟ, ତଥା 80 kg ରେ ରାଜେଶ ସାହୁ ପ୍ରଥମ ହୋଇଥିଲା ବେଳେ ଦ୍ଵିତୀୟ ଇଶ୍ଵର ବେହେରା ସ୍ଥାନ ଅଧିକାର କରିଥିଲେ, 90 kg ରେ ପ୍ରଥମ ସ୍ଥାନରେ ଉମେଷ ପୃଷ୍ଟି ଦ୍ଵିତୀୟ ସ୍ଥାନରେ ସରତ ମହର ତଥା ତୃତୀୟ ସ୍ଥାନରେ ରାମଚନ୍ଦ୍ର ସାମଲ ସ୍ଥାନ ଅଧିକାର କରିଥିଲେ, ରଶ୍ମି ରଞ୍ଜନ ଘୋଷ ଆଜିର ପ୍ରତିଯୋଗୀତାକୁ ସହଯୋଗ କରି ଶାନ୍ତିଶୃଙ୍ଖଳା ସହିତ ପରିଚାଳନା କରିଥିଲେ,



