ବି ଏମ ସି ସି ଚିଲିଡା ଟୁର୍ନାମେଣ୍ଟ ଫାଇନାଲ ବିରାଶାଳ ଷ୍ଟାର ଏକ୍ସ ଆଇ ବିଜୟୀ
ଢେଙ୍କାନାଳ – କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଂଚାୟତ ଚିଲିଡା ବି ଏମ ସି ସି କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ଅନୁଷ୍ଠିତ ହୋଇଯାଇଛି!ବିରାଶାଳ ଷ୍ଟାର ଏକ୍ସ ଆଇ କ୍ରିକେଟ ଟିମ ଏବଂ ଖଜୁରିଆ ବଜରଙ୍ଗୀ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା!ଉଭୟ ୧୦ ଓଭର ଖେଳ ହୋଇଥିଲା ବିରାଶାଳ କ୍ରିକେଟ ଦଳ ୫୮ରନ ସଂଗ୍ରହ କରି ବିଜୟୀ ହୋଇଥିଲେ! କଙ୍କଡ଼ାହାଡ଼ ବ୍ଲକ ଅଧ୍ୟାକ୍ଷା ଚାରୁଲତା ମିଶ୍ର ଏବଂ ରମେଶ ଚନ୍ଦ୍ର ମିଶ୍ର ସନମାନ ଅତିଥି ରାଜ ପାତ୍ରଯୋଗଦେଇଥିଲେ!, ମାଗୁଣି ପାତ୍ର, ଦିଲ୍ଲୀପ ମହାନ୍ତ, ବିଦ୍ୟାଧର ଧଳ, ପଞ୍ଚାନନ ପାତ୍ର ସଚିନ ପାତ୍ର ଦିତିକୃଷ୍ଣ ପାତ୍ର ଚନ୍ଦ୍ର ପାତ୍ର ସହଯୋଗ କରିଥିଲେ!
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-13-scaled.jpg)


