ଢେଙ୍କାନାଳ,ସଦର ବ୍ଲକ, ଧିରପାଟଣl ଗ୍ରା: ପ କୃଷ୍ଣ ପ୍ରସାଦ ଗ୍ରାମରେ ଦୀର୍ଘ 15 ବର୍ଷ ଧରୀ ଅଷ୍ଟ ପ୍ରହରୀ ହୋଇ ଆଶୁଅଛି କିନ୍ତୁ ଆସନ୍ତା ଜାନୁଆରୀ ମାସ ତା 29,30 ଓ 31 ଏହି 3 ଦିନ ଧରୀ ନିତାଇ ଗୌର ଶ୍ରୀ ଚୈତନ୍ୟ ଏବଂ ରାଧା ଓ କୃଷ୍ଣ ଙ୍କର ଭଜନ କୀର୍ତ୍ତନ ଓ ହରିହାଟ କରାଯାଇ ଆଜି ନଗର କୀର୍ତ୍ତନ କରାଯାଇ ସମାପନ ହୋଇଅଛି,ଏହି କାର୍ଯ୍ୟରେ ଗ୍ରାମର ମୁଖ୍ୟ ଶ୍ରୀ ସଦାଶିବ ଜେନା, ବେଣୁଧର ଜେନା,ସାଗର ଜେନା,ବୈରାଗୀ ପତ୍ର,ଯୋଗୀ ପୁହାଣ,ଓ ହୃଦାନନ୍ଦ ଜେନା ଙ୍କ ତତ୍ତ୍ଵାବଧାନରେ ଗ୍ରାମର କୀର୍ତ୍ତନ ମଣ୍ଡଳୀ ସହିତ ଦୂର ଦୁରାନ୍ତରୁ ଆସିଥିବା କୀର୍ତ୍ତନ ମଣ୍ଡଲି ର ଯୋଗଦାନ ରେ ,ଗାୟକ ଶ୍ରୀ ସୋମନାଥ ସାହୁ,ଭାବଗ୍ରାହୀ ଜେନା, ଖୋଳ ବାଦକ ଶ୍ରୀ ବିଷ୍ଣୁ ଚରଣ ଜେନା, କ୍ୟାସିଓ ରେ ଶ୍ରୀ ପବିତ୍ର ଜେନା, ଟ୍ୟାଙ୍ଗୋ ବାଦକ ରେ ଶ୍ରୀ ନୁରି ଜେନା ଏବଂ ଝାଞ୍ଜ ଓ ଝୁମୁକରେ ଶ୍ରୀ ପ୍ରହ୍ଲାଦ ଜେନା, କାଳନ୍ଦି ପୁହାଣ,ଅଖିଳ ଜେନା , କାହୁଁ ଚରଣ ପାତ୍ର,ଅମିତା ସାହୁ ଓ ଅନ୍ୟାନ୍ୟ କଳାକାର ଙ୍କ ଦ୍ଵାରା ଗ୍ରାମରେ ଉତ୍ସାହ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଅଛି ।

July 2, 2026/
No Comments


