ଓଡ଼ିଆ ଚଳଚ୍ଚିତ୍ର ଓ୍ବାଇଫ୍ ଫିଲ୍ମ୍ ଏବେ ବାଙ୍ଗାଲୋର ରେ
କଟକ – ବିଜୟ କାନ୍ଦୋଇ ପ୍ରଯୋଜିତ ଚଳଚ୍ଚିତ୍ର ୱାଇଫ୍ ନୂଆବର୍ଷରେ ଜାନୁୟାରୀ 3 ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମର କାହାଣୀ
ଚହଳ ପକାଇଥିବା ବେଳେ ୱାଇଫକୁ ଦର୍ଶକୀୟ ଆଦୃତି ମିଳିଛି ।
ବିଦିଶା କ୍ରାଫ୍ଟ ପ୍ରଡକସନ୍ ହାଉସ୍ ତରଫରୁ ଘୋଷଣା କରାଯାଉଛି ଏକ ଖୁଶି ଖବର । ଖୁବ୍ ଶୀଘ୍ର ବାଙ୍ଗଲୋରରେ ମୁକ୍ତିଲାଭ
କରିବାକୁ ଯାଉଛି ଫିଲ୍ମ ୱାଇଫ୍ । ତା ପୂର୍ବରୁ କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍ (KBF) ବାଙ୍ଗଲୋରର ଏକ ଏନଜିଓ, ଆସନ୍ତା
16 ତାରିଖ ରବିବାର ଦିନ ତାର 23 ତମ ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରୁଛି । ଯେଉଁଥିରେ ମୁଖ୍ୟ ଅତିଥୀ ଭାବେ
ଯୋଗଦେବେ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ । ସେହିଦିନ ବାଙ୍ଗଲୋରରେ ୱାଇଫ୍ ଫିଲ୍ମର ରିଲିଜ୍ ତାରିଖ
ଘୋଷଣା ହେବ । ୱାଇଫ ଫିଲ୍ମର ପ୍ରମୋସନ୍ ସହ ପ୍ରବାସୀ ଓଡ଼ିଆ ଭାଇ-ଭଉଣୀଙ୍କୁ ଭେଟିବେ ବର୍ଷା ।
କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍ (KBF) ବାଙ୍ଗଲୋରରେ ରହୁଥିବା ଓଡ଼ିଆ ମାନଙ୍କ ପାଇଁ କାମ କରୁଥିବା ଏକ ସ୍ବେଚ୍ଛାସେବୀ
ସଂଗଠନ । କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍ (KBF) ଶ୍ରମିକମାନଙ୍କୁ ସେବା ଯୋଗାଇ ଆସୁଛି, ତା ସହିତ ବାଙ୍ଗଲୋରରେ
ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ଓ କର୍ମନିଯୁକ୍ତିରେ 13 ବର୍ଷ ହେଲା ସହଯୋଗର ହାତ ବଢାଇ ଆସୁଛି ।
କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍ (KBF)ର ସହଯୋଗରେ ଓ ବାଙ୍ଗଲୋରରେ ରହୁଥିବା ଓଡ଼ିଆ ଭାଇ-ଭଉଣୀଙ୍କ ମିଳିତ
ଉଦ୍ୟମରେ ରିଲିଜ୍ ହେବାକୁ ଯାଉଛି ୱାଇଫ । ୱାଇଫ୍ ଯାହାର ଷ୍ଟୋରୀ-ସ୍କ୍ରିନ୍ ପ୍ଲେ ଓ କ୍ରିଏଟିଭ୍ ହେଡର ଦାୟିତ୍ବ ତୁଲାଇବା
ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବର୍ଷା । ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ ୱାଇଫର ନିର୍ଦ୍ଦେଶନା ଦେଇଛନ୍ତି
ସୁଧାକର ବସନ୍ତ ଓ ବବି ଇସଲାମ୍ ।
ଓଡ଼ିଶାରେ ୱାଇଫକୁ ଦର୍ଶକ ବେଶ ପ୍ରଶଂସା କରୁଥିବା ବେଳେ ତାର ଗୀତ ଗୁଡିକ ସୁପରହିଟ୍
ଇଣ୍ଡଷ୍ଟ୍ରିରେ ନୂଆ ଧାରା ସୃଷ୍ଟି କରିଛନ୍ତି ବର୍ଷା । ଓଡ଼ିଶା ବାହାରେ ଓଡ଼ିଆ ଫିଲ୍ମ ରିଲିଜ୍ ହେବା ଓଡ଼ିଆ ସିନେମାର
ହୋଇଛି । ନିମକୀ, କୁଇନ୍, ବିଜୟିନୀ, ବସ୍ ଓ ୱାଇଫ୍ ଭଳି ଗୋଟିଏ ପରେ ଗୋଟିଏ ନାରୀ କୈନ୍ଦ୍ରିକ ଫିଲ୍ମ କରି ଓଡ଼ିଆ ଫ�



