(, ମହିଳା ହୋମଗାର୍ଡ ଙ୍କୁ ଅସାଦଚରଣ କରି ଅଡୁଆରେ କୁଜଙ୍ଗ ଥାନା ଅଧିକାରୀ )ଜଗତସିଂହପୁର ତା =25/2/25 କୁଜଙ୍ଗ ଥାନା ଅଧିକାରୀ ତପନ ନାୟକ ଙ୍କ ନାମରେ ସଙ୍ଗିନୀ ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜୈନିକ ହୋମଗାର୍ଡ |ଖବର ନେବାରେ ଜଣାପଡିଛି ପୂର୍ବରୁ ଜଗତସିଂହପୁର ଅତିରିକ୍ତ ଥାନା ଅଧିକାରୀ ତପନ କୁମାର ନାୟକ ଜଗତସିଂହପୁର ଥାନା ର ଜୈନେକ ହାବିଲଦାର ଙ୍କ ସହିତ ପ୍ରେମ ସମ୍ପର୍କ ଥିଲା | ମହିଳା ହୋମ ଗାର୍ଡ କୁ ବିବାହ ପ୍ରତିଶୃତି ଦେଇ ଅତିରିକ୍ତ ଥାନା ଅଧିକାରୀ ମହିଳା ହୋମଗାର୍ଡ ସହିତ ଶାରୀରିକ ସମ୍ପର୍କ ରଖି ପରେ ଧରା ଛୁଆଁ ଦେଉନଥିଲେ l ମହିଳା ହୋମଗାର୍ଡ ଶେଷରେ ନିରୁପାୟ ହୋଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ |ବିଶେଷ ସୂତ୍ରରୁ ଖବର ବର୍ତମାନ ର କୁଜଙ୍ଗ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଲୁଚି ବୁଲୁଥିଲେ | ଜଗତସିଂହପୁର ଆରକ୍ଷିକଅଧିକ ଅଭିଯୋଗ ଜାଣିଲା ପରେ ଖୋର୍ଦ୍ଧା ଅଞ୍ଚଳରୁ କୁଜଙ୍ଗ iic ତପନ ନାୟକ ଙ୍କୁ କାବୁ କରୀ ଜଗତସିଂହପୁର କୁ ଆଣି ଅଧିକ ତଦନ୍ତ ପାଈଁ ଜେରା କରିବା ସହ ଜୈନିକ ହୋମଗାର୍ଡ ମହିଳା ଙ୍କୁ ଡାକ୍ତରୀ ମଇନା ପାଈଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
