ବ୍ରହ୍ମପୁର ବିଧାୟକ ବୁଢ଼ୀଠାକୁରାଣୀ ଦର୍ଶନ ଓ
ମନ୍ଦିର ଉର୍ନତି କାର୍ଯ୍ୟର ତଦାରଖ।
ବ୍ରହ୍ମପୁର,ମହାଶିବରାତ୍ରି ଅବସରରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ବ୍ରହ୍ମପୁର ମା ବୁଢ଼ୀଠାକୁରାଣୀ ମନ୍ଦିର ରେ ମା ଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିଥିଲେ ଓ ବ୍ରହ୍ମପୁର ବାସୀଙ୍କ ମଙ୍ଗଳ କାମନା କରିଥିଲେ।ଏହି ଅବସରରେ ମନ୍ଦିର ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ।ଆଗାମୀ ଯାତ୍ରା ପୂର୍ବରୁ ସାରିବା ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କୁ ନିର୍ଦେଶ ଦେଇଥିଲେ।



