କୋରିଆଁ ଯୁବମାନଙ୍କ ତରଫରୁ ଜଳଛାତ୍ର ଓ ଦହିପାଣି ବଣ୍ଟନ
ଅଦ୍ୟ :- ତା : ୯/୦୩ /୨୦୨୫ ରବିବାର ଢେଙ୍କାନାଳ ୨୩ ନ ୱର୍ଡ କୋରିଆଁ ଯୁବ ସଂଗଠନ ତରଫରୁ ଗ୍ରୀଷ୍ମ ପ୍ରଭାହକୁ ଆଖି ଆଗରେ ରଖି ଜଳଛାତ୍ର ଖୋଲାଯାଇ ଦହି ପାଣି ବଣ୍ଟନ କରାଯାଇଛି ଏହି ୱର୍ଡର ଯୁବକ ଦୁଷ୍ମନ୍ତ ସ୍ୱାଇଁ , ଆଶିଷ ସ୍ୱାଇଁ , ଶୁଭକାନ୍ତ ପରିଡା , ଆଦିତ୍ୟ. ଭୂତିଆ , ସତ୍ୟପ୍ରଜ୍ଞା ସହୂ , ସୋମ୍ୟ ରଞ୍ଜନ ବରାଳ , ଅଜୟ , ହିଟର ରାଉତ , ଶିବ ପ୍ରସାଦ ରଣା , ଦିଲୀପ ବେହେରା ଅନ୍ୟ ମାନେ ସାହାଯ୍ୟ ସହଯୋଗ କରିଛନ୍ତି।



