ବ୍ରହ୍ମପୁର ସାଂସଦଙ୍କ ବ୍ରହ୍ମପୁର ମହାନଗର ପ୍ରତିନିଧି ହେଲେ ବାଳକୃଷ୍ଣ ସମନ୍ତ୍ରାରାଏ
ବ୍ରହ୍ମପୁର,ବ୍ରହ୍ମପୁର ସହରରେ ବହୁ ବର୍ଷ ଧରି ବିଜେପି ରେ ଜଡିତ ଥିବା ନେତା ହେଉଛନ୍ତି ବାଳକୃଷ୍ଣ ସମନ୍ତ୍ରାରାଏ।ସେ ଜଣେ ବିଜେପି ର ପୁରୁଖା ନେତା ବା କର୍ମୀ ହିସାବରେ ବେଶ ପରିଚିତ।ବାଳକୃଷ୍ଣ ସମନ୍ତ୍ରାରାଏସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ବ୍ରହ୍ମପୁର ମହାନଗର ( ବିଇଏମସି )ର ପ୍ରତିନିଧି ଭାବରେ ମୋନନିତ ହୋଇଛନ୍ତି।ବାଳକୃଷ୍ଣ ସମନ୍ତ୍ରାରାଏ ପ୍ରତିନଧି ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ର ଶୁଅ ଛୁଟିଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)