ଅଣାକାର ପ୍ରଭୁ ମହିମା ଅଲେଖ ଯଜ୍ଞ ଅନୁଷ୍ଠିତ
ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନାଉବାଙ୍କର ଇନ୍ଦିରା ଗାନ୍ଧୀ ଛକ ସ୍ଥିତ ସଦାନନ୍ଦ ବେହେରାଙ୍କ ଘରେ ମହାସମାରୋହରେ ଅଣାକାର ପ୍ରଭୁ ମହିମା ଅଲେଖ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ସପ୍ନେଶ୍ଵର ବେହେରା ଓ ମିନତୀ ବେହେରାଙ୍କ ପୁତ୍ର ସୈମ୍ୟରଞନ ବେହେରାଙ୍କ ଷୋଳପୁଜା ଅବସରରେ ଅଲେଖ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଦିନରେ ପାଲା ଓ ଦ୍ବିତୀୟ ଦିନରେ ଯଜ୍ଞ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଯାଇଛି।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


