ପହଲ ଗାମ୍ ପର୍ଯ୍ୟଟକ୍ ହତ୍ୟା ମାମଲା କୁ ନେଇ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ମହମ ବତୀ ରେ ଶୋକ ପାଳନର ଯାତ୍ରା

ଗୋଲାମୁଣ୍ଡା/୨୮/୪/୨୫ । କାଶ୍ମୀର ପହଲ ଗାମ ବୈସରନ୍ ଘାଟିରେ ପର୍ଯ୍ୟଟକ ମାନଙ୍କ ଉପରେ ଆଖିବୁଜା ଗୁଳିଚାଳନାରେ ୨୭ଜନରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇ ଥିବା ବେଳେ ଉକ୍ତ ଘଟଣାକୁ ସାରା ଭାରତରେ ତୀବ୍ର ନିନ୍ଦା କରି ଥିବା ବେଳେ ଚାରି ଆଡେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ମହମବତୀ ଯାତ୍ରା କରି ଶୋକ ପାଳନର ଶ୍ରଦାଞ୍ଜଳି ଅର୍ପଣ ଓ ପରିବାରଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା ଜଣାଇଛିନ୍ତି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘରପକ୍ଷରୁ ଓ ଦଶପୁର, ଟେମରି ବୁଦ୍ଧି ଯିବିଙ୍କ ସହୋଜୋଗରେ ଆଜି ଦଶପୁର ପୋଲିସ ଫାଣ୍ଡିରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ମହମବତୀ ଲଗାଇ ଆତଙ୍କବାଦ ପ୍ରତୀ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠନ ପାଇଁ ଦଶପୁର ବାସୀ ଦାବି କରି ଥିଲେ , ଏହି ଅବସରେ ମହମ ଶୋକ ଯାତ୍ରାରେ ଦଶପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜନ ସାହୁ, ସମିତି ଦୂର୍ଗା ସାହୁ, ରାଜୁ ସାହୁ,ଟେମରି ସରପଞ୍ଚ ଲକ୍ଷ୍ମୀ ସାହୁ, ସମିତି ସଭ୍ୟାଅଞ୍ଜଳି ନାଏକ, ଖଗେ ନାଏକ, ଓ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା, କୁମୁଦ ଜାନୀ, ବରିଷ୍ଠ ଶିକ୍ଷକ ସୁବାଷ ବାଗ, ଉଦିଆ ନୀଆଳ, ଜିତୁ ପ୍ରଧାନ, ଦୁଃଖୀରାମ ସା, ପ୍ରମୁଖ ଉପସ୍ଥିତ ଥିବା ବେଳେ ଜନ କଲ୍ୟାଣ ସାମ୍ବାଦିକ ସଂଘର, ସଭାପତି ରାମ କୁମାର ସେନାପତି,ସମ୍ପାଦକ ସରୋଜ କୁମାର ମୁଣ୍ଡ, ପୀତାମ୍ବର ବେହେରା, ଯନ୍ମେ ଜୟ ନାଏକ, କପୁର ଚନ ସେଠୀଆ, ମୁରଲୀ ବାଗ, ହିମାଂଶୁ ଭୋଇ, ଧର୍ମେନ୍ଦ୍ର ଦୀପ, ଡମ୍ବରୁ ଭୋଇ, ଭୋଜରାଜ ପ୍ରମୁଖ ଉପସ୍ଥିତ ଥିଲେଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉ ଜ



