୧୦ବର୍ଷରେ ୨୦ହଜାର ମହିଳା ଓ ଶିଶୁ ନିଖୋଜ : କଂଗ୍ରେସ୍ ନେତ୍ରୀ

୧୦ବର୍ଷରେ ୨୦ହଜାର ମହିଳା ଓ ଶିଶୁ ନିଖୋଜ : କଂଗ୍ରେସ୍ ନେତ୍ରୀ

ତାଳଚେର, ୧୫/୦୫ କଂଗ୍ରେସ୍ ସରକାର ସମୟରେ କେବଳ ଗୋଟିଏ ନାରୀ ପାଇଁ କଂଗ୍ରେସ୍‌ର ପତନ ହୋଇଥିବା ବେଳେ ବିଗତ ୧୦ବର୍ଷରେ ୨୦ହଜାର ମହିଳା ଓ ଶିଶୁ ନିଖୋଜ ଘଟଣା, ଦଳିତ ଆଦିବାସୀ ମାନଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦୁଥିôବା ସରକାର ଆଜି ନିରବଦ୍ରଷ୍ଟା କାହିଁକି । ଆଜି ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ୍ ସଭାନେତ୍ରୀ ସସ୍ମିତା ବେହେରା ଦଳିତ ଝିଅ ସୁଭ୍ରଦ୍ରା ପାଦିଲଙ୍କ ନିଖୋଜ ପରେ ଗଣଦୁଷ୍କର୍ମ କରି ହତ୍ୟା ଘଟଣାରେ ସିଧାସଳଖ ଭାବେ ସରକାର ଓ ପୋଳିସ୍ ପ୍ରଶାସନକୁ ଦାୟୀ କରିଥିବା ବେଳେ ଏଠାରେ ଘଟଣା ୧୯ଦିନ ହୋଇଥିଲେ ମଧ୍ୟ ପୋଲିସ୍ କାହିଁକି ହାତ ଟେକି ଦେଇଛି ଏହାର ପ୍ରତିବାଦ୍‌ରେ ତୀବ୍ର ପ୍ରତିକ୍ରିୟା କରିବା ସହ ଆଗାମୀ ୧୯ ତାରିଖ ଦିନ ଅନୁଗୋଳ ଜିଲ୍ଳାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯିବା ନେଇ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳଳନୀ ବି.ଆର ଆମ୍ବେଦକର ସ୍ମୃତିପରିଷଦ, ଦଳିତ ମହାସଂଘ, ଅଖିଳଭାରତ ପରିସଂଘ, କଣିହାଁ ସୁରକ୍ଷାମଂଚ, ତାଳଚେର ରେଲୱେ ୟୁଜର୍ କମିଟି, ଉତ୍କଳ ଆମ୍ବେଦକର ସମାଜସେବୀ, ଏସ୍‌ଏଷ୍ଟି ୟୁନିୟନ କଣିହାଁ, ଭିମ୍ କମିଟି, ମହାନଦୀ କୋଇଲା ଠିକାଶ୍ରମିକ କଂଗ୍ରେସ୍‌, ମହିଳାମଂଚ ଅନୁଗୋଳ, କୁଞ୍ଜବିହାରୀ ବେହେରା ସାଧାରଣ ସମ୍ପାଦକ ଦଳିତ ମହାସଂଘ, ମନୋଜ ନାଏକ ସଭାପତି ଦଳିତମଂଚ, ଏଲ ମାଣିକପ୍ରଭା ତାଳଚେର ସଭାନେତ୍ରୀ, ସତ୍ୟବ୍ରତ ମହାନ୍ତି, ଅନନ୍ତ ନାୟକ ପ୍ରମୁଖଙ୍କ ପକ୍ଷରୁ ୧୦ଦଫା ଦାବି ନେଇ ଆଗାମୀ ୧୯ ତାରିଖ ସୋମାବାର ଦିନ ଜିଲ୍ଳା ବନ୍ଦ ଡ଼ାକରା ଦେଇଥିବା ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯାଇଛି । ଦାବି ଗୁଡ଼ିକ ଉକ୍ତ ଘଟଣାରେ ସମ୍ପୃକ୍ତ ଅପରାଧି ମାନଙ୍କୁ ତୁରନ୍ତ ଗିରଫ କରି ଭାରତୀୟ ସମ୍ବିଧାନ ଆଇନ୍ ଅନୁଯାୟୀ କଠୋରୁ କଠୋର ଦଣ୍ଡ ବିଧାନ କରିବା, ଉପଯୁକ୍ତ ସମୟରେ ଘଟଣା ଗୁଡ଼ିକୁ ତଦାରଖ ନକରି ଅବହେଳା କରିଥିବାରୁ ଥାନା ଅଧିକାରୀମାନଙ୍କୁ ଚାକିରୀରୁ ବହିଷ୍କାର କରିବା, ମୃତକ ଭଉଣୀ ସୁଭଦ୍ରା ପାଦିଲ ପରିବାରକୁ କ୍ଷତିପୂରଣ ବାବଦକୁ ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କା ପ୍ରଦାନ କରିବା, ସୁଭଦ୍ରା ପାଦିଲ ଘରର ଏକମାତ୍ର ରୋଜାଗରିଆ ଝିଅ ହୋଇଥିବାରୁ ତାଙ୍କର ପରିବାର ଜଣକୁ ଚାକିରୀ ଓ ବାସଗୃହ ଯୋଗାଇ ଦେବା, କଣିହାଁ ଠାରେ ଏକ ରେଳଷ୍ଟେସନ ନିର୍ମାଣ ଏବଂ ରେଳଷ୍ଟସନ ନିର୍ମାଣ ନହେବା ଯାଏଁ ତାଳଚେର ପର୍ଯ୍ୟନ୍ତ ଗମନାଗମନ ପାଇଁ ଏକ ସରକାରୀ ବସ୍ ଯୋଗାଇ ଦିଆଯାଉ, ତାଳଚେର ରେଳଷ୍ଟସନ ଠାରୁ ତାଳଚେର ରୋଡ଼ ରେଳଷ୍ଟସନ ପର୍ଯ୍ୟନ୍ତ ରାସ୍ତାକୁ ସ୍ୱତନ୍ତ୍ର ନିର୍ମାଣ କରି ଅତ୍ୟାଧୁନିକ କ୍ୟାମେରା ଏବଂ ଗମନାଗମନ ପାଇଁ ସରକାରୀ ବସ୍ ଯୋଗାଇ ଦିଆଯାଉ, ରେଳଷ୍ଟସନରେ ସମସ୍ତ ଅଟୋରିକ୍ସା ଓ ଅନ୍ୟାନ୍ୟ ଭଡ଼ାଗାଡ଼ି ଗାଡ଼ିକୁ ରେଳଷ୍ଟସନରେ ଭଡ଼ାରେ ସୂତ୍ରରେ ଲଗାଇବା ନିମନ୍ତେ ସରକାରୀ ପଞ୍ଜିକୃତ କରାଯାଇ ଯେଉଁ ଚାଳକମାନଙ୍କର ଅପରାଧିକ ମାମଲା ଅଛି ସେମାନଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦିଆନଯାଉ, ରେଳଷ୍ଟସନ ଯାତ୍ରୀମାନେ ଯେଉଁ ଗନ୍ତବ୍ୟ ପଥକୁ ଯାତ୍ରା କରିବେ ତାହାର ସୁବ୍ୟବସ୍ଥା କରିବା ଓ ଯେଉଁ ଚାଳକ ଭଡ଼ା ସୂତ୍ରରେ ଯିବେ ସେମାନଙ୍କର ସମ୍ପୂର୍ଣ୍ଣ ଠିକଣା ସହିତ ସରକାରୀ ପଞ୍ଜିକୃତ କାର୍ଯ୍ୟାଳୟ/ଗାଡ଼ିଚାଳକ ସଂଘରେ ପଞ୍ଜିକୃତ କରାଯାଉ, ରେଳଷ୍ଟସନରେ ଟ୍ରେନ୍ ଫେଲ ଯାତ୍ରୀ କିମ୍ବା ଟ୍ରେନ ବିଳମ୍ବରେ ପଂହଚିବା ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମଗୃହ ବ୍ୟବସ୍ଥା କରାଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ ଏମ ମାଣିକପ୍ରଭା ଓ କଂଗ୍ରେସ୍ ନେତା ରାଜ କିଶୋର ସାହୁ ସ୍ଥାନୀୟ ପୋଲିସର କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକୋଟ କରିବା ସହ ସେମାନଙ୍କୁ ତୁରନ୍ତ ଚାକିରୀ ବହିଷ୍କାର କରିବାକୁ ଦାବି କରିଛନ୍ତି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech