ଢେ଼ଙ୍କାନାଳ ଭାଗିରଥୀ ଶାଗର କୂଳରେ ଥିବା ବାବା ଆଖଣ୍ଡଳମଣୀ ଙ୍କ ର ଦେବ ବିବାହ ପାଇଁ ନିର୍ବନ୍ଧ ପର୍ବ ରୀତି ନୀତି ରେ ଅନୁଷ୍ଠିତ ହୋଇଛି। ପୂଜକ ରାଜକିଶୋର ମିଶ୍ର ପୂଜା ଅର୍ଚ୍ଚନା କରିଥିଲେ । ବର ପିତା ରୂପରେ ଶିବ୍ କୁମାର ଅଗ୍ରୱାଲା ମାତା ନିଲମ୍ ଅଗ୍ରୱାଲା ଓ କନ୍ୟା ପିତା ସନ୍ତୋଷ କୁମାର ମହାନ୍ତି ମାତା ସତ୍ୟଭାମା ମହାନ୍ତି



