ଢେଙ୍କାନାଳ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ସମ୍ବିତ କୁମାର ବେହେରା ଚଳିତ ବର୍ଷ ସିବିଏସି ପରୀକ୍ଷା ରେ ୯୮ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ, ଓ ଜିଲ୍ଲା ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଢ଼େଙ୍କାନାଳ ଜିଲ୍ଲା ଦେଉଳ ସାହିର ଈନ୍ଦ୍ର ମଣି ବେହେରା ଓ କୁନି ଲତା ବେହେରା ଙ୍କ ସୁପୁତ୍ର ହେଉଛନ୍ତି ସମ୍ବିତ କୁମାର ବେହେରା । ଭବିଷ୍ୟତ ରେ ଆଇଆଇଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବାପା ମା ଙ୍କୁ ସଫଳତା ର ଶ୍ରେୟ ଦେଇଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-24-scaled.jpg)


