ବିକାଶ ଠାରୁ ବହୁ ଦୂରରେ ‘ଔ’ ନାଳ ପୋଲତାଳଚେର ସହର ଉପରେ ନିର୍ଭର କରୁଥିବା ଗୋପୀନାଥପୁର ଗ୍ରାମବାସୀଙ୍କ ଏକମାତ୍ର ବିକଳ୍ପ

ବିକାଶ ଠାରୁ ବହୁ ଦୂରରେ ‘ଔ’ ନାଳ ପୋଲତାଳଚେର ସହର ଉପରେ ନିର୍ଭର କରୁଥିବା ଗୋପୀନାଥପୁର ଗ୍ରାମବାସୀଙ୍କ ଏକମାତ୍ର ବିକଳ୍ପ

ତାଳଚେର, ୨୨/୦୫ ତାଳଚେର ପୌରପିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୧୬ ଗୋପୀନାଥପୁର ଗ୍ରାମର ଶ୍ମଶାନଘାଟକୁ ଲାଗି ରହିଥିବା ବହୁପୂରାତନ ‘ଔ’ନାଳ ପୋଲ ଏବେ ବିକାଶ ଠାରୁ ବହୁ ଦୂରରେ । ପୌରପରିଷଦ ପକ୍ଷରୁ ବିଭିନ୍ନ ବିକାଶମୂଳକ କ୍ଷେତ୍ରରେ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ବହୁ ପୂରାତନ ରାଜା ରାଜୁଡ଼ା ଅମଳର ପୋଲ ଏବେ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ବିଶେଷ କରି ଏହି ପୋଲର ଅବସ୍ଥା ଏତେ ଶୋଚନୀୟ ଏହା ଉପରେ କୌଣସି ଗାଡ଼ିମଟର ଚାଲିଗଲେ ଏହା ଦୋହଲିବା ଭଳି ଅବସ୍ଥା ଦେଖାଦେଉଛି । ଗୋପୀନାଥପୁରର ଗ୍ରାମର ଶତାଧିକ ପୁରୁଷ, ମହିଳା, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ମେଡ଼ିକାଲ, ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ଇତ୍ୟାଦି ପ୍ରତ୍ୟେକ ଦିନ ଏହି ପୋଲଦେଇ ଯାତାୟତ କରିଥାନ୍ତି । ଏବଂ ତାଳଚେର ସହରବାସୀଙ୍କ ସମେତ ବିଭିନ୍ନ ଗାଁଗଣ୍ଡାରୁ ଲୋକମାନେ ବିବାହ, ବ୍ରତ, ଜନ୍ମଦିନ, ପିଣ୍ଡଦାନ, ପୂଜାପାଠ କରିବା ଉଦ୍ଦେଶ୍ୟରେ ତାଳଚେରର ଐତିହାସିକ ପଶ୍ଚିମେଶ୍ୱର ଶୈବପୀଠକୁ ଯିବାକୁ ହେଲେ ଏହି ‘ଔ’ନାଳ ପୋଲ ହେଉଛି ଏକମାତ୍ର ବିକଳ୍ପର ସୂତ୍ରଧାର । ଏହି ପୋଲକୁ ଲାଗି ରହିଥିବା ଶାନ୍ତିଧାମ ଶ୍ମଶାନଘାଟ ରହିଛି । ଏହି ବିପଦପୂର୍ଣ୍ଣ ବାଡ଼ାନଥିବା ପୋଲ ଉପରେ କୋକେଇ ଧରି ଲୋକମାନେ ମଧ୍ୟ ଶବଦାହ କରିବା ନିମନ୍ତେ ଯାଇଥାନ୍ତି । ବଡ଼ବଜାର ଛକ ଠାରୁ ମଣ୍ଡାପାଳ ହସପିଟାଲ ଦେଇ ଯାଇଥିବା ଏକ ସିଙ୍ଗଲ କଙ୍କ୍ରିଟ ରୋଡ଼ ରହିଛି, ଯାହାକି ଏହି ‘ଔ’ନାଳ ପୋଲକୁ ସଂଯୋଗ କରୁଛି । ଏହି ରୋଡ଼ର ଅବସ୍ଥା ଏତେ ଶୋଚନୀୟ ନକହିବା ଭଲ! ରାସ୍ତାର ଉଭୟପାଶ୍ୱର୍ରେ ଖାଲଖମଣ, ଆବଡ଼ା, ଖାବଡ଼ା, ଦୁଇକଡ଼ରେ ବାଲିଭର୍ତି, ଲୋକେ ଯେମିତି କି, ନିଜ କର୍ମକୁ ଆଦରି ଏହି ରାସ୍ତା ଉପରେ ଚଳପ୍ରଚଳ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଲୋକଙ୍କ ମୁହଁରୁ ଅନେକ ସମୟରେ ଶୁଣିବାକୁ ମିଳିଥାଏ । ସେମାନେ ଏକଥା ମଧ୍ୟ କହିଥାନ୍ତି କି, ନିର୍ବାଚନ ସମୟରେ ନେତାଏ ଗପ, କାହାଣୀ କହି ଲୋକଙ୍କ ମୁଣ୍ଡକୁ ୱାସ କରିବାକୁ ଚେଷ୍ଟା କରନ୍ତି ନୂଆ ନୂଆ ଉପଦେଶ ଦେଇ ଗ୍ରାମରେ କିମ୍ବା ସହରରେ ପଦଯାତ୍ରା କରିନ୍ତି ହେଲେ ନିର୍ବାଚନ ଶେଷ ହେଲାପରେ ସେମାନଙ୍କ ଦେଖା ଆଉ ମିଳିନଥାଏ । ଦେଶ ଯେତେ ବିକାଶ ପଥରେ ଗଲେ ମଧ୍ୟ ଗାଁଗଣ୍ଡାର ଏପରି ଦୁର୍ଦ୍ଦଶା ପରିବର୍ତନ ହେବାର ନା ନେଉନାହିଁ । ପୁରୁଷ ପରେ ପୁରୁଷ ଚାଲିଯାଉଛନ୍ତି ମାତ୍ର ଦୁ୍‌ର୍ଦ୍ଦଶା ଯାଉନାହିଁ! ପୁରୁଣା ସରକାର ଚାଲିଯାଇଛି! ଏବେ ଡ଼ବଲ ଇଞ୍ଜିନ ସରକାର କାମ କରୁଛି! ନୂଆଁ ସରକାର ଗଢ଼ିବା ଦିନ ଠାରୁ ଏପର୍ଯ୍ୟନ୍ତ କୌଣସି ନେତା ଏପୋଲ ଉପରେ ଦୃଷ୍ଟି ଦେଇନାହନ୍ତି । ସେମିତି ଭଙ୍ଗାଦଦରା ଅବସ୍ଥା ଓ ବିପଦପୂର୍ଣ୍ଣ ଭାବେ ଲୋକମାନେ ଏହି ପୋଲ ଉପରେ ଚଳପ୍ରଚଳ କରୁଛନ୍ତି । ସହର ଠାରୁ ଗୋପୀନାଥପୁର ଗ୍ରାମଦେଇ ପଶ୍ଚିମେଶ୍ୱର ଶୈବପୀଠକୁ ପ୍ରାୟ ୩କିମି ବ୍ୟାପି ଏକ ରୋଡ଼ ଯାଇଛି ଯାହାର ଅବସ୍ଥା ବଡ଼ ସଙ୍କଟାପର୍ଣ୍ଣ । ଦର୍ଶନାର୍ଥୀ ଶୈବପୀଠକୁ ଦର୍ଶନ କରିବାକୁ ଗଲେ ଦହଗଞ୍ଜ ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସଥିଲେ ହେଁ ଏହାର ସୁଧାର ଆଜି ପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରେ କରାଯାଇ ନାହିଁ ବୋଲି ଗ୍ରାମବାସୀ ମତ ଦେଉଛନ୍ତିି । ତେବେ ଏସବୁ ସମସ୍ୟା ଓ ଲୋକଙ୍କ ସ୍ୱାର୍ଥକୁ ସରକାର କେବେ ଦୃଷ୍ଟି ଦେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ପ୍ରଶାସନ କାଳବିଳମ୍ବ ନକରି ତୁରନ୍ତ ଏହି ‘ଔ’ନାଳ ପୋଲର ବିକାଶ ଓ ନିର୍ମାଣ କାର୍ଯ୍ୟ କରାଯାଇ ଲୋକଙ୍କ ଗମନାଗମନରେ ସୁଧାର ଆଣିବାକୁ ଉଭୟ ସହର ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech