ଦେବଗଡ ଜିଲ୍ଲାର ବାର୍ଷିକୋତ୍ସବ
(ଜାଗ୍ରତ ଖବର) ୨୫ ମେ ୨୦୨୫.ଆଜି ଭକ୍ତବଡକୁଦର ଗ୍ରାମ ଠାରେ ଦେବଗଡ ଜିଲ୍ଲାର ଆଦିବାସୀ (କିସାନ, ମିର୍ଦ୍ଧା,କୋଡା, ମାଟିଆ) କିସାନ ସମାଜ ତରଫରୁ ଏକ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ୧୪ ଜିଲ୍ଲା ର ଓ ରାଜ୍ୟ ସ୍ତରୀୟ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକରେ ଶତାଧିକ କିସାନ ସମାଜ ର ପୁରୁଷ ମହିଳା ପାରମ୍ପରିକ ରୀତିନୀତି ଅନୁଯାୟୀ ସଭା ସମିତି କରାଯାଇ ଥିଲା ଏବଂ ଜିଲ୍ଲାର ନୂତନ କମିଟି ଗଠନ କରାଗଲା ।



