*କଟକ ମାର୍କେଟ କମ୍ପ୍ଲେକ୍ସରୁ ମୃତଦେହ ଉଦ୍ଧାର*
କଟକ ବକ୍ସି ବଜାର ଅଞ୍ଚଳର ଏକ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ମୃତଦେହ ଉଦ୍ଧାର। ପୋଲିସ ପହଞ୍ଚିବା ସହ ଉଦ୍ଧାର କଲା ମୃତଦେହ। ହତ୍ୟାକାଣ୍ଡ ନେଇ ପୋଲିସର ସନ୍ଦେହ। ବେକ କାଟି କେହି ହତ୍ୟା କରିଥିବା ଆଶଙ୍କା। ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ଘଟିଛି ଘଟଣା।*



