ଆଜି ରାଜ୍ଯ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ , ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ BMC ଅଫିସ୍ ର ଅତିରିକ୍ତ ଆୟୁକ୍ତ ଙ୍କ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ କୁ ଘୋର୍ ନିନ୍ଦା କରିବା ସହିତ ଓଏଏସ ସଂଘ ଦ୍ଵାରା କରାଯାଇଥିବା ସାମୂହିକ କାର୍ଯ୍ୟ ବନ୍ଦ୍ ଡାକରା କୁ ସମର୍ଥନ ଜଣାଇ , ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ସ୍ମାରକ ଓ ଦାବି ପତ୍ର ପ୍ରଦାନ କରାଗଲା। ଏଥିରେ ଜିଲ୍ଲା ସଂଘ ତରଫରୁ ସଭାପତି ପ୍ରଦ୍ୟୁମ୍ନ କୁମାର ସେଠୀ, ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସାହୁ, ସାଙ୍ଗଠନିକ ସମ୍ପାଦକ ସରୋଜ ସାହୁ,ଉପ ସଭାପତି ଉତ୍କଳ କେଶରୀ ସେଠୀ, ସାଂସ୍କୃତିକ ସମ୍ପାଦକ ସୁବ୍ରତ ଜେନା ପ୍ରମୁଖ ଉପସ୍ଥିତ ରହି ସ୍ମାରକ ପ୍ରଦାନ କରିଥିଲେ।

May 14, 2026/
No Comments


