ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଯାଜପୁର ___ ବିଂଝାରପୁର ବ୍ଳକ ଅନ୍ତର୍ଗତ ଚିକଣା ପଞ୍ଚାୟତ ଅନ୍ତର୍ଗତ ଶାସନପଡା ର ମଧୁସୂଦନ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରବିନାରାୟଣ ମହାନ୍ତି ଙ୍କ ସଭାପତି ତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଂଝାରପୁରର ଏବିଇଓ ବଳରାମ ପତି।ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ସରପଞ୍ଚ ପାର୍ବତୀ ମଲ୍ଲୀକ ।

ସମ୍ମାନିତ ଅତିଥି ଭାବେ ପୃର୍ବତନ ସରପଞ ପ୍ରଦୀପ୍ତ କୁମାର ମଲ୍ଲୀକ, ସମାଜସେବୀ ସୁଦର୍ଶନ ସାହୁ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ସୁବାଷ ଚନ୍ଦ୍ର ନାୟକ,ପ୍ରାକ୍ତନ ସଭାପତି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଜୟ କୁମାର ନାୟକ, ସୁଶାନ୍ତ କୁମାର ଶତପଥୀ, ବିଜ୍ଞାନ ମୋହନ ବେହେରା, ପୁର୍ଣ୍ଣଚନ୍ଦ୍ର ରାୟ, ସମିତି ସଭ୍ୟା ସ୍ବର୍ଣ୍ଣଲତା ମଲ୍ଲୀକ, ଜଗବନ୍ଧୁ ଯେନା, ସୁଦର୍ଶନ ଦାସ,ଆର୍ଯ୍ୟନାରୟଣ ପଣ୍ଡା, ପଶ୍ରୁରାମ ସାମଲ, ତ୍ରିଲୋଚନ ପତି ପ୍ରମୁଖ ଯୋଗଦେଇ ଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



