ଫେକ୍ ଜବ୍ କାର୍ଡ ଧରିବାକୁ ଆରମ୍ଭ ହେବ e-KYC । ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ୩ ମାସ ଭିତରେ ଜବ୍ କାର୍ଡ e-KYC ନକଲେ କଟିବ ଜବ୍ କାର୍ଡ।
ସରକାର ବାହାର କରିଛନ୍ତି ଫେକ୍ ଜବ୍ କାର୍ଡ । ଏହାର ଅଧିକାରୀ କିଏ ଥିଲେ, ଯିଏ ଶାସନ କରୁଥିଲେ ଉତ୍ତର ଦେବେ। ସରକାର ବର୍ଷେ ଭିତରେ ୨ ଲକ୍ଷ ଜବ୍ କାର୍ଡ ଦେଇଛନ୍ତି।



