ବର୍ଷାରେ କଚାଘର ଭାଙ୍ଗି ଚୁରମାର

ଯାଜପୁର ___ ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ପଞ୍ଚାୟତର ଦଣ୍ଡାସାହିର ସରୋଜ କୁମାର ସାହୁ,ପିତା ସ୍ବର୍ଗତ ଧ୍ରୁବଚରଣ ସାହୁ ଙ୍କ କଚା ମାଟି ଘର ଲଗାଣ ପ୍ରବଳ ବର୍ଷା ରେ ଆଜି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। ଏହି ପରିବାରଟି ଘର ଭାଙ୍ଗି ଯାଇଥିବାରୁ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଯାଇଛନ୍ତି।ଓ ଅସହାୟ ଅବସ୍ଥାରେ କାଳାତିପାତ ଭାବେ ରହିଛନ୍ତି।ଏ ଅବସ୍ଥା ରେ ଯଦି ସ୍ଥାନୀୟ ପ୍ରସାଶନ ବିଡ଼ିଓ, ତହସିଲଦାର ଓ ଜିଲ୍ଲାପାଳ ସହାୟତା କରିବାକୁ ସ୍ଥାନୀୟ ଅଧିବାସୀ ମାନେ ଦାବି କରିଛନ୍ତି



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)