ଡେ଼ଙ୍ଗୁ ମ୍ୟାଲେରିଆ କୁ ହାତ ଠାରି ଡାକୁଛି ବଡ଼ବିଲ ପୌରପାଳିକା
ବର୍ଷା ଆରମ୍ଭ ହେଲେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଙ୍କ ମୁଣ୍ଡ ବିନ୍ଧା ବଢାଇଥାଏ ଡେ଼ଙ୍ଗୁ ଓ ମ୍ୟାଲେରିଆ ପରି ମହାମାରୀ, ଏବଂ ଏହାକୁ ପ୍ରତିହତ କରିବାକୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥାଏ ଡେ଼ଙ୍ଗୁ ମ୍ୟାଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଓ ବାର୍ତ୍ତା ଦିଆଯାଏ ପରିବେଶ ତଥା ଆଖପାଖ ଅଞ୍ଚଳ ସଫାସୁତୁରା ରଖିବା ମହାମାରୀ କୁ ଦୁରେଇଦାବ କିନ୍ତୁ କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୌରାଞ୍ଚଳ ରେ ଦେଖାଦେଇଛି ତାହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଇଏ ବଡ଼ବିଲ ପୌରପାଳିକା ନା ଅଳିଆ ପାଳିକା, ଦେଖନ୍ତୁ ଏହି ଦୃଶ୍ୟକୁ କିପରି ବଡ଼ବିଲ ପୌରାଞ୍ଚଳ ର ବିଭିନ୍ନ ସ୍ଥାନରେ ଗଦାହୋଇ ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା, ଯେପରିକି ବଡ଼ବିଲ ପୌରପାଳିକା ହାତ ଠାରି ଡାକୁଛି ବିଭିନ୍ନ ବେମାରୀ ଓ ମହାମାରୀକୁ । ଆସନ୍ତୁ ଦେଖିବା ଏହି ସବୁ ଦୃଶ୍ୟକୁ କିପରି ଗଦା ହୋଇଛି ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
