ଓଡିଶା ଡାଇଭର ମହାସଙ୍ଗ ଅଙ୍ଗାଳୋ ,ମଧୁସୁଦନପୁର ଠାରେ ମହାସମାରୋହରେ ୭୯ ତମ ସ୍ବାଧିଧତା ଦିବସ ପାଳନ
ଯାଜପୁର – ଯାଜପୁର ଜିଲ୍ଲା ବରୀ ବ୍ଳକ ଅନ୍ତର୍ଗତ ଅଙ୍ଗାଳୋ ପଞାୟତର ମଧୁସୁଦନପୁର ଠାରେ ଥିବା ଓଡିଶା ଡାଇଭର ମହାସଙ୍ଗ ଆନୁକୁଲ୍ୟରେ ୭୯ ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି।ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସଭାପତି ଧରଣିଧର ପୃଷ୍ଟି ଓ ସପାଦକ ବ୍ରଜ କିଶୋର ଧଳ ଏବ ପୁର୍ବତନ ସଭାପତି ପବିତ୍ର ବଳ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଓ ପୃର୍ବତନ ସରପଞ ପ୍ରମୋଦ କୁମାର ସାମଲ ଯୋଗ ଦେଇଥିଲେ। ଏବ ଏ ସମସ୍ତ କାର୍ଯ୍ୟକ୍ରମରେ ଓଡିଶା ଡାଇଭର ମହାସଙ୍ଗ ବରୀ ଶାଖାର ସଭାପତି ପ୍ରଦୀପ କୁମାର ଯେନା ଓସମ୍ପାଦକ ଓ ସଦସ୍ୟ ରଜତ ପଣ୍ଟା ଓ ଅନ୍ୟ ସଦସ୍ୟ ମାନେ ଯୋଗଦେଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସଦସ୍ୟ ଯଥା ବିକ୍ରମ ଦାସ,ସୁବାଶ ସେଠି,ବିମଳ କୁମାର ମଲିକ,ଦିଗବିଜୟ ମଲିକ,ଆଶିଷ ଦାସ,ସନ୍ତୋଷ କୁମାର ମଲିକ,ବିଶ୍ଵନାଥ ମଲିକ,ପ୍ରବିର ମଲିକ,ପ୍ରଶାନ୍ତ କୁମାର ମଲିକ,ଶ୍ରୀଧର ମଲିକ,କୁଳମଣି ମଲିକ,ପ୍ରଫୁଲ ସାମଲ,ପ୍ରତାପ କୁମାର ମଲିକ,ଟିକନ ଓ ବିକାଶ ଦାସ ଆଦି ପ୍ରମୁଖ ସହଯୋଗ କରିଥିଲେ



