
୭୯ତମ ସ୍ଵାଧୀନତା ଦିବସ ରେ ବନ୍ଦେ ମାତରଂ ଧ୍ବନିରେ ପ୍ରକମ୍ପିତ….
କଳାହାଣ୍ଡି ଜୁନାଗଡ ବ୍ଲକ ରେ ୭୯ତମ ସ୍ଵାଧୀନତା ଦିବସ ପାଳିତ ହେଉଥିବା ବେଳେ,ଜୁନାଗଡ ଅନ୍ତର୍ଗତ ପିଲିକିଆ ପଞ୍ଚାୟତର ମହିଭର ପ୍ରାଥମିକ ବିଦ୍ୟାଲୟରେ ପ୍ରଧାନଶିକ୍ଷକ ଶ୍ରୀ ବିଷ୍ଣୁ ପୁଝାରି,ଅଦ୍ୟତ ମେହେର,ନାଏବ ସରପଞ୍ଚ ଶ୍ରୀ ରାହାସ ନାଏକ,ବାଲେଶ୍ବର ସୁନାନୀଙ୍କ ଉପସ୍ଥିତିରେ ସରପଞ୍ଚ ଶ୍ରୀମତୀ ସବ୍ୟାରାଣି ସୁନାନୀ,ଓ ଅଭିଭାବକଙ୍କ ଉପସ୍ଥିତି ରେପତାକା ଉତ୍ତୋଳନ କରିଥିଲେ,ଓ ପରେ ପଞ୍ଚାୟତରେ ସମସ୍ତ ସଭ୍ୟ ସଭ୍ୟା,ପିଇଓ ନିଲମଣି ନାଏକ,ନାଏବ ସରପଞ୍ଚ,ଏମବିକେ,ସିଆରପି,ଆଶା ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତି ରେ ସରପଞ୍ଚ ଶବ୍ୟାରାଣି ସୁନାନୀ ପତାକା ଉତ୍ତୋଳନ କରିଥିଲେ, ଏବଂବାଣ୍ଡିବସୁଲ ପ୍ରାଥମିକ ବିଦ୍ୟାଳୟରେ ପୁର୍ବତନ ଶିକ୍ଷକ ଶ୍ରୀ ଦୁର୍ଗାପ୍ରସାଦ ମେହେର,ପତାକା ଉତ୍ତୋଳନ କରିଥିବାବେଳେ,ଛୋରିଆଗଡ ୟୁପି

ସ୍କୁଲରେପ୍ରଧାନଶିକ୍ଷକଶ୍ରୀବଲରାମ ଧଙ୍ଗଡା ମାଝୀ ପତାକାଉତ୍ତୋଳନ କରିଥିଲେ, ଖୁଡୁପଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରୀ ସୁରେଶ ମାଝୀ ,ଶ୍ରୀ ଜଶୋବନ୍ତ ନାଏକ କଲିଆକୁଣ୍ଡଲ କେଲିଆ ୟୁପିସ୍କୁଲରେ କଲିଆକୁଣ୍ଡଲ ନାଏବ ସରପଞ୍ଚ ଶ୍ରୀ ଦେବରାଜ ନାଏକ ପତକା ଉତ୍ତୋଲନ କରିଥିଲେ, କଲିଆକୁଣ୍ଡଲ ସରସ୍ଵତି ଶିଶୁବିଦ୍ୟାମନ୍ଦିରରେ ନିଆରାଢଙ୍ଗରେ ପତାକା ଉତ୍ତୋଳନ ମୁଖ୍ୟ ଅତିଥି ପୁର୍ବତନ ପୋଲିଷ ଏସ ଆଇ ଶ୍ରୀ ଅନାମ ନାଏକ,ଭାଗିରଥି ଦାଶ,ଧନଞ୍ଜୟ ଦାଶ,ତ୍ରିଲୋଚନ ସତନାମି,,ବିନୋଦ

ସତନାମି,ସାମନ୍ତନାଏକ କବିତାଞ୍ଜଲି ସୁନାନୀ ଶିକ୍ଷକ ଶ୍ରୀ ଚିତ୍ରୃ ସୁନାନୀ,କୈଲାଶବାଗ,କାହ୍ନୁ ବିହାରି, କୃଷ୍ଣ ଚନ୍ଦ୍ର ବାଗ, ଜଗନ୍ନାଥ ଠାକୁର,ଶୁଦାମ ମେହେର,ବିଣାନିଆଲ, ପ୍ରମୋଦ ମେହେର,ମିଲନ ମେହେର,ବନ୍ଦିତ ମେହେର,ଓ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ଓଅତିଥିମାନେ ୭୯ତମ ଅଗଷ୍ଟ୧୫ଅବଶରରେ ଛାତ୍ରଛାତ୍ରିମାନଙ୍କୁ ଅଭିଭାଶଣଦେଇଥିଲେ,ଛାତ୍ରଛାତ୍ରିମାନେମଧ୍ୟ ସୁନ୍ଦର ଭାବରେ ଅଭିଭାଷଣ ଦେଇଥିଲେ…।କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




