ଶ୍ୟାମେଶ୍ଵରଙ୍କ ନିକଟବର୍ତ୍ତୀ ଭାରତମାତାଙ୍କ ନିକଟରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ଯାଜପୁର – ବିଂଝାରପୁର ଥାନା ଅନ୍ତର୍ଗତ ଶ୍ୟାମେଶ୍ଵରଙ୍କ ନିକଟରେ ଥିବା ଭାରତମାତା ପ୍ରତିମୂର୍ତ୍ତି ନିକଟରେ ଆଜି ୭୯ ତମ ସ୍ବାଧିନତା ଦିବସ ମହାସମାରୋହରେ ଶ୍ୟାମେଶ୍ଵର ଉନ୍ନୟନ ପରିଷଦ ଓ ଅଖିଳ ଚକ୍ର ସହଯୋଗ ରେ ପାଳିତ ହୋଇଯାଇଛି।ଏଥିରେ ସଭାପତି ନରହରି ସାମଲ ପତକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ପଣ୍ଡା, ସଂପାଦକ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମଲ,ଅଟଳ ବିହାରୀ ନାୟକ, ଆଡଭୋକେଟ ଅମ୍ବିକା ପ୍ରସାଦ ସାମଲ, ରାମଚନ୍ଦ୍ର ନାୟକ , ଭୁବନାନନ୍ଦ ସାମଲ ଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତି ଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)
