୧୨ ନୂଆ ଏନଏସି ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିସ। ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା।
୧) ଅନୁଗୁଳଜିଲ୍ଲା ପାଳଲହଡ଼ା
୨) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର
୩) ବାଲେଶ୍ୱର ଜିଲ୍ଲା ବସ୍ତା,ସିମୁଳିଆ
୪) ମୟୂରଭଞ୍ଜ ଜିଲ୍ଲା ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା
,୫) ରାୟଗଡ଼ା ଜିଲ୍ଲା ବିଶମକଟକ
୬) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଓ ବାମରା
୭) ଭଦ୍ରକ ଜିଲ୍ଲା ତିହିଡ଼ି ଓ ଧୁଷୁରୀ



