ଭୂବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଆଜି 18 ଜଣଙ୍କ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ସାତଟି ଜିଲ୍ଲାର ଏସପି ମଧ୍ୟ ବଦଳି ହୋଇଛନ୍ତି। ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ
ଏହି ବଦଳି ମଧ୍ୟରେ ଅଛନ୍ତି ପୁରୀ ଏସପି ପିନାକ ମିଶ୍ର। ତାଙ୍କୁ ଡିଆଇଜି ରାଙ୍କକୁ ପ୍ରମୋସନ କରାଯାଇ ପୂର୍ବାଞ୍ଚଳ ପୋଲିସ ରେଞ୍ଜକୁ ବଦଳି କରାଯାଇଛି।
ଏହି ବଦଳି ମଧ୍ୟରେ ଅଛନ୍ତି ପୁରୀ ଏସପି ପିନାକ ମିଶ୍ର। ତାଙ୍କୁ ଡିଆଇଜି ରାଙ୍କକୁ ପ୍ରମୋସନ କରାଯାଇ ପୂର୍ବାଞ୍ଚଳ ପୋଲିସ ରେଞ୍ଜକୁ ବଦଳି କରାଯାଇଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
