ଢ଼େଙ୍କାନାଳ ରେ ଚଳିତ ଗଣେଶ ପୂଜା ପାଇଁ ବଜାର ଓ ବିଭିନ୍ନ ଛକ ମାନଙ୍କ ରେ ମୂର୍ତ୍ତୀ ଦୋକାନ ର ପସରା ଖୋଲିଛି । ଲକ୍ଷ୍ମୀ ବଜାର ର ମୂର୍ତି ବ୍ୟବସାୟୀ ଲିଙ୍ଗରାଜ ମହାପାତ୍ର ୬୦ ଟଙ୍କା ରୁ ଆରମ୍ଭ ହୋଇ ୬୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଛି ବୋଲି କହିଛନ୍ତି। ମୂର୍ତ୍ତୀ ସବୁ ବାହାରୁ ଆସୁଛି ବିକ୍ରୀ ହେଉଛି।

February 13, 2026/
No Comments


